ETV Bharat / city

ହୀରାକୁଦରେ ଖୋଲିଲା 12 ଗେଟ୍

author img

By

Published : Sep 23, 2020, 8:13 AM IST

Updated : Sep 23, 2020, 7:31 PM IST

ହୀରାକୁଦରେ ଖୋଲିଲା ଆଉ 3 ଗେଟ । 12 ଗେଟ ଦେଇ ଜଳ ନିଷ୍କାସନ ହେଉଛି ଜଳ । ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି 2 ଲକ୍ଷ 15 ହଜାର 322 କ୍ୟୁସେକ ଜଳ ହେଉଛି ପ୍ରବେଶ । ଅଧିକ ପଢନ୍ତୁ....

ହୀରାକୁଦରେ ଖୋଲିଲା 12 ଗେଟ୍
ହୀରାକୁଦରେ ଖୋଲିଲା 12 ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଖୋଲାଯାଇଛି ଆହୁରି 3ଟି ଗେଟ । ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 12 ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । କିଛି ଦିନ ହେଲା ହୀରାକୁଦର ସମସ୍ତ ଗେଟ ବନ୍ଦ ରହିଥିଲା । ଉପର ମୁଣ୍ଡରେ ବର୍ଷାର ମାତ୍ର ବଢିବା ସହ ଜଳ ଭଣ୍ଡାରର ଜଳସ୍ତର ବଢିବାରୁ ମଙ୍ଗଳବାର 5 ଟି ଗେଟ ଖୋଲା ଯାଇଥିଲା ।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର 629.15 ଫୁଟ ରହିଛି । ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି 2 ଲକ୍ଷ 15 ହଜାର 322 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ତଳମୁଣ୍ଡକୁ 12 ଟି ଗେଟ ଜରିଆରେ 2 ଲକ୍ଷ 15 ହଜାର 322 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 23, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.