ETV Bharat / city

ପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ

ସୁନ୍ଦରଗଡ ଜିଲ୍ଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଛି । ଫଳରେ ବୀରମିତ୍ରପୁର-ରାଏବଗା ରୋଡ଼ ପାଣି ଜମିଥିବା ଜମିରହିଛି । 15 କିଲୋମିଟର ବ୍ୟାପୀ ରାସ୍ତାରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଥିବାରୁ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

author img

By

Published : Jun 20, 2020, 4:45 PM IST

ପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ
ପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଛି । ଫଳରେ ବୀରମିତ୍ରପୁର-ରାଏବଗା ରୋଡ଼ ପାଣି ଜମି ରହିଛି । 15 କିଲୋମିଟର ବ୍ୟାପୀ ରାସ୍ତାରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଥିବାରୁ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।

କେତେକ ସ୍ଥାନରେ ରାସ୍ତା ପାର୍ଶ୍ଵ ଦୋକାନରେ ମଧ୍ୟ ବର୍ଷା ପାଣି ପଶି ଯାଇଥିବାରୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ପ୍ରତିବର୍ଷ ବର୍ଷାରେ ଏପରି ରାସ୍ତା ଉପରେ ପାଣି ଅଟକି ରହୁଛି ରାସ୍ତାକଡ଼ରେ ଥିବା ଡ୍ରେନରେ ଆବର୍ଜନା ପାଇଁ ବର୍ଷାପାଣି ନିଷ୍କାସିତ ହୋଇ ପାରୁନଥିବାରୁ ଏପରି ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.