ETV Bharat / city

ଆଦିବାସୀଙ୍କ ନିଆରା ଦୀପାବଳି ପାଳନ - ସରନା ପୂଜାସ୍ଥଳରେ ଆଦିବାସୀଙ୍କ ନିଆରା ଦୀପାବଳି ପାଳନ

ଆଜି ପବିତ୍ର ଦୀପାବଳି। ଆଜିର ଦିନରେ ପରିବେଶ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦୀପାବଳି ଅବସରରେ ଆଦିବାସୀ ପ୍ରକୃତିକୁ ପୂଜା କରଛନ୍ତି। ବିଶେଷ କରି ରବିବାର  ସରନା ପୂଜାସ୍ଥଳରେ ଏହି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା
author img

By

Published : Oct 27, 2019, 8:28 PM IST

ରାଉରକେଲା: ଆଜି ପବିତ୍ର ଦୀପାବଳି। ତେବେ ଆଜିର ଦିନରେ ପରିବେଶ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦୀପାବଳି ଅବସରରେ ଆଦିବାସୀ ପ୍ରକୃତିର ପୂଜା କରିଥାନ୍ତି। ବିଶେଷ କରି ରବିବାର ସରନା ପୂଜାସ୍ଥଳରେ ଏହି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଆଦିବାସୀ ଏକତ୍ରିତ ହୋଇ ସରନାରେ ପୂଜା ପରେ ବହୁ ଦୀପ ସାମୁହିକ ଭାବରେ ପ୍ରଜ୍ବଳିତ କରିଥିଲେ। ପ୍ରଥମେ ଗଛ ଏବଂ ପାହାଡର ପୂଜା କରିବା ପରେ ସେମାନେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳିତ କରିଥିଲେ। ଶେଷରେ ଏହି ନିଆରା ପରମ୍ପରା ପରେ ଏଠାରୁ ତେଲ ନେଇ ଘରେ ଦୀପ ପ୍ରଜ୍ବଳିତ କରିଥିଲେ ଆଦିବାସୀ।

ରାଉଲକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଦୀପାବଳି ରେ ପର୍ୟବରଣ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ହେଉ ଥିବା ବେଳେ ଆଦିବାସୀ ମାନେ ଆଜି ମଧ୍ୟ ପ୍ରକୃତି ର ପୂଜା କରନ୍ତି। ବିଶେଷ କରି ଆଜି ସରନା ପୂଜା ସ୍ଥଳ ରେ ଏହି ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳି ଥିଲା।

Body:ଏକତ୍ରିତ ହୋଇ ଆଦିବାସୀ ମାନେ ଆଜି ସରନା ର ପୂଜା ପରେ ବହୁତ ଦୀପ ସାମୁହିକ ଭାବରେ ପ୍ରଜ୍ବଳିତ କରିଥିଲେ। ଗଛ, ପାହାଡ଼ ର ପୂଜା କରିବା ପରେ ସେମାନେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳିତ କରି ଥିଲେ।

Conclusion:ଏହି ନିଆରା ପରଂମପ୍ରା ପରେ ଏଠାରୁ ତେଲ ନେଇ ଘରେ ଦୀପ ପ୍ରଜ୍ବଳିତ କରି ଥିଲେ।
def live

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.