ETV Bharat / city

ଷ୍ଟିଲସିଟିରେ ଚେନ୍ ଲୁଟ ଘଟଣା, ପୋଲିସ ହାତରେ ତିନି ଅଭିଯୁକ୍ତ

ପୋଲିସ ହାତରେ ମହିଳା ଲୁଟେରା । ସେକ୍ଟର-16 ପୂଜା ମଣ୍ଡପରୁ ଲୁଟିନେଇଥିଲେ ଚେନ୍ । ସେହିପରି ସେକ୍ଟର-7 ଅଞ୍ଚଳରୁ ଦୁଇ ଲୁଟେରାକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Oct 7, 2019, 9:55 PM IST

ଡ଼ିଜାଇନ୍ ଫଟୋ

ରାଉରକେଲା: ସେକ୍ଟର-16 ପୂଜା ମଣ୍ଡପରୁ ମହିଳାଙ୍କ ଚେନ ଲୁଟ ଘଟଣାରେ ଧରାପଡ଼ିଛି ଅଭିଯୁକ୍ତ । ତାମିଲନାଡୁର ଧନଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

5 ତାରିଖରେ ସୁନା ଚେନ ଲୁଟ ଘଟଣା ସିସିଟିଭିରେ ସ୍ପଷ୍ଟ ଭାବେ ଦେଖାଯିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଅନ୍ୟ ଜଣେ ମହିଳାଙ୍କ ଚେନ ଲୁଟ ଉଦ୍ୟମ କରିବା ସମୟରେ ପୋଲିସ ଏହି ମହିଳାକୁ ଧରି ଥିଲା ।

ସେହି ଭଳି ସେକ୍ଟର-7 ପୋଲିସ 2 ଜଣ ଚେନ୍ ଲୁଟେରାଙ୍କୁ ଗିରଫ କରିଛି । ପାନପୋଷର ଟିଙ୍କୁ ଓରଫ ରାଜ କୁମାର ପ୍ରସାଦ, ଗାନ୍ଧୀ ରୋଡ଼ର ଗୌତମ ଗୁପ୍ତ କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ସୁନା ଚେନ୍, ମଙ୍ଗଳସୂତ୍ର ଓ ମୋଟରସାଇକଲ ଜବତ କରିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସେକ୍ଟର-16 ପୂଜା ପଣ୍ଡାଲ ରୁ ମହିଳାଙ୍କ ଚୟନ ଛିଣ୍ତାଇ ଲୁଟ ଘଟଣା ରେ ପୋଲିସ ତାମିଲନାଡୁ ର ଧନଲଷ୍ମୀ ନାମକ ମହିଳା କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Body:5 ତାରିଖ ରେ ସୁନା ଚେନ ଲୁଟ ଘଟଣା ସିସିଟିଭି ରେ ସ୍ପଷ୍ଟ ଦେକ ଯିବା ପରେ ପୋଲିସ ଏହି ମହିଳା ଗ୍ୟାଙ୍ଗ କୁ ଧରିବା ପାଇଁ ଜାଲ ବିଛାଇ ଥିଲା। ପୁଣି ଜଣେ ମହିଳାଙ୍କ ଚେନ ଚିନ୍ତାଇ ଉଦ୍ୟମ କରିବା ସମୟ ରେ ପୋଲିସ ଏହି ମହିଳା କୁ ଧରି ଥିଲା।

Conclusion:ପୋଲିସ ଏହି ମହିଳା ଗ୍ୟାଙ୍ଗ ସଦସ୍ୟ କୁ ଧରିବା ପରେ ଗ୍ୟାଙ୍ଗ ସମ୍ପର୍କ ରେ ଜାଣି ପାରିଛି କିନ୍ତୁ ଏହି ଗ୍ୟାଙ୍ଗ କୁ କେବେ ଗିରଫ କରିବାରେ ପୋଲିସ ସଫଳ ହେବ ତ ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.