ETV Bharat / city

ସେଲର 60ତମ ପ୍ରତିଷ୍ଠା ଦିବସ ପାଳିତ - ରାଉରକେଲା ଇସ୍ପାତ କାରଖାନା ଖବର

ରାଉରକେଲା ସେଲର 60ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଗଣଦୌଡ଼ ସ୍ଥାନୀୟ ଇସ୍ପାତ ଷ୍ଟାଡିଅମରେ ଆୟୋଜିତ ହୋଇଛି।

still authority of india celebreated 60 foundation day at rourkela
ସେଲର 60ତମ ପ୍ରତିଷ୍ଠା ଦିବସ
author img

By

Published : Jan 24, 2020, 10:18 AM IST

ରାଉରକେଲା: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ(ସେଲ)ର 60ତମ ପ୍ରତିଷ୍ଠା ଦିବସ ଇସ୍ପାତ ନଗରୀ ରାଉରକେଲା ଠାରେ ପାଳିତ ହୋଇଯାଇଛି। ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ ଚାଟରାଜ ଏହାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ପରେ ଏହି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ଗରିବଙ୍କ ସେବା ସହିତ କନ୍ୟାଙ୍କ ପ୍ରଗତିରେ ନିଜକୁ ନିୟୋଜିତ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ସେଲକୁ ଆଗେଇ ନେବା କଥା ଦୋହରାଇ ଥିଲେ ସିଇଓ । ସେଲର ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଥିବା 5 କିଲୋମିଟର ଗଣଦୌଡରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ସେଲର 60ତମ ପ୍ରତିଷ୍ଠା ଦିବସ

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା-ସେଲ ର 60ତମ ପ୍ରତିଷ୍ଠା ଦିବସ ଅବସର ରେ ଆଜି ଗଣ ଦୌଡ଼ ର ଆୟୋଜନ ଇସ୍ପାତ ଷ୍ଟାଡିଅମ ରେ କରା ଯାଇ ଥିଲେ। ବିଭିନ୍ନ ବର୍ଗ ରେ ଛାତ୍ର ଛାତ୍ରୀ ମାନେ ଏହି ଗଣ ଦୌଡ଼ ରେ ଭାଗ ନେଇ ଥିଲେ।ରାଉରକେଲା ଇସ୍ପାତ କାରଖାନାର CEO ଦୀପକ ଚାଟରାଜ ଏହାର ଶୁଭାରମ୍ଭ କରି ଥିଲେ।

Body:ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତା ପ୍ରସାରଣ ପରେ ceo ସହିତ ଅନ୍ୟ ଅଧିକାରୀ ମାନେ ଗରିବ ମାନଙ୍କ ସେବା ସହିତ କନ୍ୟା ମାନଙ୍କ ପ୍ରଗତି ରେ ନିଜ କୁ ନିୟୋଜିତ କରିବାର ଶପଥ ପାଠ କରା ଯାଇ ଥିଲା।ଏହି ଅବସର ରେ ସେଲ କୁ ଆଗେଇ ନେବା ର କଥା ଦୋହରାଇ ଥିଲେ ceo ଶ୍ରୀ ଚାଟରାଜ।

Conclusion:ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବିଭିନ୍ନ ବର୍ଗ ର ଛାତ୍ର ଛାତ୍ରୀ ମାନେ ହଜାର ହଜାର ସଂଖ୍ୟା ରେ ଭାଗ ନେଇ ଥିଲେ।5 କିଲୋମିଟର ର ଏହି ଗଣ ଦୌଡ଼ ଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.