ETV Bharat / city

ବିଜେଡିରେ ମିଶ୍ରଣ ପର୍ବ

author img

By

Published : Feb 18, 2020, 10:42 PM IST

ବିଜେଡିରେ ମିଶ୍ରଣ ପର୍ବ ଅନୁଷ୍ଠିତ । ସୁନ୍ଦରଗଡ଼ ଜିଲ୍ଲାର ବହୁ ନେତା ବିଜେଡିରେ ସାମିଲ । ଅଧିକ ପଢନ୍ତୁ....

so many leaders joined in bjd
ବିଜେଡିରେ ମିଶ୍ରଣ ପର୍ବ

ରାଉରକେଲା: ବିଜେଡିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବହୁ ନେତା ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି । ବୀରମିତ୍ରପୁରର କଂଗ୍ରେସ ନେତା ନେତା ସନ୍ଦୀପ ମିଶ୍ର , ବିଶ୍ରାର ଅଧ୍ୟକ୍ଷ ମୋନିକା ଓରାମ ବିଜେଡିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶ୍ରଣ ପର୍ବ

ସେହିପରି ନୂଆଗାଁ ଅଞ୍ଚଳର ପୂର୍ଵତନ ଅଧ୍ୟକ୍ଷ ସୁଶୀଳା ଟପ୍ନୋ, ଜଗଦୀଶ ମୁଣ୍ଡାରୀ ଯୋଗଦାନ କରିଥିବା ବେଳେ ଲୋହନିପଡ଼ା ଅଞ୍ଚଳର ବହୁ ସରପଞ୍ଚ ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବ ବିଜେଡିର ଆଗାମୀ ନିର୍ବାଚନ ପାଇଁ ଶକ୍ତି ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.