ETV Bharat / city

ରାଉରକେଲାରେ ରାସନକାର୍ଡ ଦୁର୍ନୀତି, ଅଭିଯୋଗ ଆଣିଲେ କଂଗ୍ରେସ-ବିଜେପି

author img

By

Published : Jul 14, 2020, 10:53 PM IST

ବିଜେପି ତଥା କଂଗ୍ରେସ ନେତା ମାନେ ମଙ୍ଗଳବାର ରାସନକାର୍ଡ ନେଇ ଏଡିଏମକୁ ପୃଥକ ପୃଥକ ମିଶି ରାସନ କାର୍ଡ ସୁବିଧା କେବଳ ହାତ ଗଣତି ଲୋକଙ୍କୁ ଦିଆ ଯାଇଥିବା ଅଭିଯୋଗ କରିଥିଲେ ।

rourkela-ration-card-scam-congress-bjp-accuses
ରାଉରକେଲାରେ ରାସନକାର୍ଡ ଦୂର୍ନିତି, ଅଭିଯୋଗ ଆଣିଲେ କଂଗ୍ରେସ-ବିଜେପି

ରାଉରକେଲା: ବିଜେପି ତଥା କଂଗ୍ରେସ ନେତା ମାନେ ମଙ୍ଗଳବାର ରାସନକାର୍ଡ ନେଇ ଏଡିଏମକୁ ପୃଥକ ପୃଥକ ମିଶି ରାସନ କାର୍ଡ ସୁବିଧା କେବଳ ହାତ ଗଣତି ଲୋକଙ୍କୁ ଦିଆ ଯାଇଥିବା ଅଭିଯୋଗ କରିଥିଲେ । ଏହି ସୁବିଧା ଅନ୍ୟମାନଙ୍କୁ ମିଳୁ ବୋଲି ଦାବି ହୋଇଛି ।

ବିଜେପିର ରାଜ୍ୟ ପ୍ରବକ୍ତା ଧୀରେନ ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତବିକ ପ୍ରବାସୀ ମାନଙ୍କୁ ତଥା ଅନ୍ୟ ମାନଙ୍କୁ ମିଳିବା ଦରକାର। କେନ୍ଦ୍ର ସରକାର ଯାହା ରାସନ ଦେଇଛନ୍ତି ତଥା ମଧ୍ୟ ଲୋକଙ୍କୁ ମିଳି ନ ଥିବା ଅଭିଯୋଗ କରି ଥିଲେ।ସେହିପରି କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱଙ୍କ ନେତୃତ୍ୱରେ ଅଭିଯୋଗ କରିଥିଲେ କି ରାସନ କାର୍ଡ ନାଁରେ ଦୁର୍ନୀତି ଚାଲିଛି ତଥା ଲୋକ ସୁବିଧା ରୁ ବଞ୍ଚିତ ହେଉଛନ୍ତି । ସମସ୍ତଙ୍କ ରାସନ କାର୍ଡ ଦେବା ପାଇଁ ଦାବି କରାଯାଇଥିଲା।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.