ETV Bharat / city

ରାଉରକେଲା ଆରଟିଓ ଅଫିସରେ ପୋଲିସର ଚଢାଉ, 13 ଅଟକ - ରାଉରକେଲା ପୋଲିସ

ଆରଟିଓ ଅଫିସରେ ଚଢାଉ କଲା ରାଉରକେଲା ପୋଲିସ । ବହୁଦିନ ଧରି ଦଲାଲମାନେ ବେଆଇନ ଭାବେ ଗ୍ରାହକଙ୍କ ଗାଡି କାଗଜପତ୍ର କରାଇ ଅର୍ଥ ନେଉଥିବା ଅଭିଯୋଗ ହୋଇଥଲା । ଏହି ଖବର ମିଳିବା ପରେ ଆଜି ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଆରଟିଓ ଅଫିସରେ ଚଢାଉ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 30, 2019, 5:44 PM IST

Updated : Jul 30, 2019, 7:27 PM IST

ରାଉରକେଲା: ରାଉରକେଲା ଆରଟିଓ ଅଫିସରେ ମଙ୍ଗଳବାର ଦିନ ରାଉରକେଲା ପୋଲିସ ପକ୍ଷରୁ ଚଢାଉ କରାଯାଇଛି । 13 ଜଣ ଦଲାଲଙ୍କୁ ଅଟକ ରଖାଯିବା ସହ ରେଜିଷ୍ଟ୍ରେସନ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ତେବେ ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଏହି ଚଢାଉ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ଆରଟିଓ ଅଫିସରେ ବହୁଦିନ ଧରି ଦଲାଲମାନେ ବେଆଇନ ଭାବେ ଗ୍ରାହକଙ୍କ ଗାଡି କାଗଜପତ୍ର କରାଇ ଅର୍ଥ ନେଉଥିବା ଅଭିଯୋଗ ହୋଇଥଲା । ଏହି କାର୍ଯ୍ୟାଳୟରେ ଦଲାଲମାନଙ୍କୁ ନଧରିଲେ କିଛି କାମ ହେଉ ନଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ ମଧ୍ୟ କରିଥିଲେ । ଏପରିକି ଏହି ଦଲାଲ ମାନେ ଆରଟିଓ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା । ଏହି ଖବର ଜଣାପଡିବା ପରେ ଆଜି ରାଉରକେଲାର ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଆରଟିଓ ଅଫିସରେ ଚଢାଉ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଆର ଟି ଓ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ଣ ରେ ରାଉରକେଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ 13 ଜଣ ଦଲାଲ ଙ୍କୁ ଅଟକ ରଖାଯିବା ସଂଗେ ସଂଗେ ରେଜିଷ୍ଟ୍ରେସନ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।Body: ରାଉରକେଲା RTO କାର୍ଯ୍ୟାଳୟରେ ବହୁଦିନ ଧରି ଦଲାଲ ମାନେ ସକ୍ରିୟ ତଥା ବେଆଇନ ଭାବେ ଗ୍ରାହକଙ୍କ ଗାଡି କାଗଜପତ୍ର କରାଇ ଅର୍ଥ ନେଉଥିବା ଅଭିଯୋଗ ହୋଇଥଲା। ଏହି କାର୍ଯଲୟ ରେ ଦଲାଲ ମାନଙ୍କୁ ନ ଧଇଲେ କିଛି କାମ ହେଉ ନ ଥିଲା।
Conclusion:ଏପରିକି ଏହି ଦଲାଲ ମାନେ ଆର ଟି ଓ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା । ରାଉରକେଲା ଅତିରିକ୍ତ ଏସ ପି ଙ୍କ ନେତୃତ୍ୟ ରେ ଏହି ଚଢ଼ାଉ ହୋଇଥିଲା ।

Last Updated : Jul 30, 2019, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.