ETV Bharat / city

NITର 17ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତି - rourkela education news

ରାଉରକେଲା NITର 17ତମ ସମାଵର୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏହି NAAC ର କାର୍ଯ୍ୟକାରୀ ସଭାପତି ଡ.ବିରେନ୍ଦର ସିଂ ଚୌହାନ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

rourkela-national-institute-of-technology-17-convocation-held-today
ରାଉରକେଲା NITର 17ତମ ସମାଵର୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତୁ ଶେଷ
author img

By

Published : Jan 17, 2020, 4:43 PM IST

ରାଉରକେଲା: NITର 17ତମ ସମାବର୍ତ୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏହି NAAC ର କାର୍ଯ୍ୟକାରୀ ସଭାପତି ଡ. ବିରେନ୍ଦର ସିଂ ଚୌହାନ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି (ଶୁକ୍ରବାର) ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଅନିମେଶ ବିଶ୍ବାସ, ରେଜିଷ୍ଟ୍ରାର ପିକେ ଦାସ, ସହିତ ୟୁ ବିଶ୍ବାଳ ସହିତ କେ କେ ମହାପାତ୍ର ସମାବର୍ତ୍ତନ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ରାଉରକେଲା NITର 17ତମ ସମାଵର୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତୁ ଶେଷ

ଏହି ବର୍ଷ ପିଏଚଡ଼ି ର ସର୍ବାଧିକ 141 ଡିଗ୍ରୀ ପ୍ରଦାନ କରେ ଯିବ। B. tech ର 559, B Arc ର 24, 135 ଟି dual degree,88 integrated MSc, 365 ଟି MTech ,106 MSc, 13 ଟି MA, 30 ଟି MBA ,4 ଟି MTech(research) କୁ ଡିଗ୍ରୀ ପ୍ରଦାନ କରାଯିବ।

ଏହି ବର୍ଷ 989 ପିଲାଙ୍କୁ ଚାକରି ଆଫର ବିଭିନ୍ନ କମ୍ପାନୀରେ ମିଳିଛି ତାଙ୍କ ମଧ୍ୟ ରେ 765 ଛାତ୍ର ତଥା 224 ଛାତ୍ରୀ ଅଛନ୍ତି। ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଲୁମିନି ଆୱାର୍ଡ ମଧ୍ୟ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା NIT ର 17ତମ ସମାଵର୍ତନ ଉତ୍ସବ ପାଇଁ ସବୁ ପ୍ରସ୍ତୁତୁ ସରିଛି। ଏହି NAAC ର executive chairman dr. birandar singh chouhan ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେବେ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନିର୍ଦେଶକ ଅନିମେଶ ବିଶ୍ୱାସ,ରେଜିଷ୍ଟ୍ରାର ପିକେ ଦାସ, ସହିତ ୟୁ ବିଶ୍ୱାଲ ସହିତ କେ କେ ମହାପାତ୍ର ସମାଵର୍ତନ ସମ୍ପର୍କ ରେ ବିସ୍ତୃତ ସୂଚନା ପ୍ରଦାନ କରି ଥିଲେ।

Body:ଏହି ବର୍ଷ ପିଏଚଡ଼ି ର ସର୍ବାଧିକ 141 ଡିଗ୍ରୀ ପ୍ରଦାନ କରେ ଯିବ। B. tech ର 559, B Arc ର 24, 135 ଟି dual degree,88 integrated MSc, 365 ଟି MTech ,106 MSc, 13 ଟି MA, 30 ଟି MBA ,୦4 ଟି MTech(research) କୁ ଡେଗ୍ରୀ ପ୍ରଦାନ କରା ଯିବ।

Conclusion:ଏହି ବର୍ଷ 989 ପିଲାଙ୍କୁ ଚାକରି ଆଫର ବିଭିନ୍ନ କମ୍ପାନୀ ରେ ମିଳିଛି ତାଙ୍କ ମଧ୍ୟ ରେ 765 ଛାତ୍ର ତଥା 224 ଛାତ୍ରୀ ଅଛନ୍ତି। ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଲୁମିନି ଆୱାର୍ଡ ମଧ୍ୟ ପଦାନ କର ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରା ଯାଇ ଥିଲା।
ବାଇଟ- ପି କେ ଦାସ, ରେଜିଷ୍ଟ୍ରାର,NIT, ରାଉରକେଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.