ETV Bharat / city

ସାନିଟାଇଜ ହେଉଛି ଷ୍ଟିଲ ସିଟି - rourkela mahanagar nigam news

ମହାମାରୀ କୋରୋନାକୁ ନେଇ ଚାରିଆଡେ ଭୟ ଓ ଆତଙ୍କର ମାହୋଲ । ମହାମାରୀର ବ୍ୟାପକତାକୁ ରୋକିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସହରରେ ଅଗ୍ନୀଶମ ଗାଡା ଦ୍ବାରା ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

rourkela-city-sanitise-by-rourkela-mahanagar-nigam-over-covid19
ରାଉରକେଲା ସହରକୁ କରାଗଲା ସାନିଟାଇଜ
author img

By

Published : Apr 2, 2020, 3:29 PM IST

ରାଉରକେଲା: ସହରକୁ କରାଗଲା ସାନିଟାଇଜ । ମହାମାରୀ କୋରୋନାକୁ ନେଇ ଚାରିଆଡେ ଭୟ ଓ ଆତଙ୍କର ମାହୋଲ । ମହାମାରୀର ବ୍ୟାପକତାକୁ ରୋକିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସହରରେ ସାନିଟାଇଜ କରାଯାଇଛି ।

ରାଉରକେଲା ସହରକୁ କରାଗଲା ସାନିଟାଇଜ

ଗୁରୁବାର ରାଉରକେଲା ମହାନଗର ନିଗମରେ ଅଗ୍ନୀଶମ ବିଭାଗର ଗାଡିରେ ରସାୟନ ଘୋଳ ପକାଯାଇ ରାସ୍ତାର ଉଭୟ ପାର୍ଶ୍ବରେ ସିଞ୍ଚନ କରାଯାଇଛି । ରାଉରକେଲା ସହରର ମୁଖ୍ୟ ରାସ୍ତାରେ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଫଗ ମେସିନ ସାହାଯ୍ୟରେ ଧୂଆଁ ପ୍ରୟୋଗ କରାଯାଇଛି । ଏହା ଦ୍ବାରା ମଶାମାଛି ଉପରେ କାବୁ କରିବା ସହ ସହରକୁ ମହାମାରୀ ସଂକ୍ରମଣରୁ ରକ୍ଷା କରାଯାଇପାରିବ । ଏହି ଭଳି ସହରରକୁ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.