ETV Bharat / city

ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ, ବିଭିନ୍ନ ଶ୍ରମିକ ସଂଗଠନ ଜଣାଇଲେ ପ୍ରତିବାଦ

author img

By

Published : Aug 18, 2020, 2:42 PM IST

ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ । ପ୍ରତିବାଦରେ ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ କେନ୍ଦ୍ର ବିରୋଧରେ ଦେଲେ ସ୍ଲୋଗାନ । ଅଧିକ ପଢନ୍ତୁ....

Opposition to the privatization of state-owned enterprises
ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ବିରୋଧ, ବିଭିନ୍ନ ଶ୍ରମିକ ସଂଗଠନ ଜଣାଇଲେ ପ୍ରତିବାଦ

ରାଉରକେଲା : କେନ୍ଦ୍ର ସରକାର ଦ୍ବାରା ବିଭିନ୍ନ ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ । ଏନେଇ ସିଟୁ, ଆଇଏନଟିୟୁସି, ଆରଏମସି, ଏଆଇଟିୟୁସି ସହିତ ବିଭିନ୍ନ ଟ୍ରେଡ ୟୁନିୟନ ବିରୋଧ କରିଛନ୍ତି । ସେଲ, କୋଲ, ରେଳ ସହିତ ବିଭିନ୍ନ କ୍ଷେତ୍ରକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ବିଶ୍ରା ଛକରେ ପ୍ରତିବାଦ ସଭା କରାଯାଇଥିଲା ।

ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ବ୍ୟାନର ଧରି କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ମୋଦି ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ । ତେବେ, ଏହି ବିରୋଧ ପ୍ରଦର୍ଶନ ଆଗକୁ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.