ETV Bharat / city

ରାଉରକେଲାର ସମସ୍ତ କୋଚିଂ ସେଣ୍ଟରକୁ ଅଗ୍ନିଶମ ବିଭାଗର ନୋଟିସ

ଗୁଜୁରାଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରୁ ଚେତିଛି ରାଜ୍ୟର ଅଗ୍ନିଶମ ବିଭାଗ । ବିଭିନ୍ନ କୋଚିଂ ସେଣ୍ଟରକୁ ପଠାଯାଇଛି ନୋଟିସ । ସର୍ତ୍ତ ପୂରଣ ନହେବା ଯାଏଁ ଖୋଲିବନି କୋଚିଂ ସେଣ୍ଟର ।

author img

By

Published : May 31, 2019, 12:59 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା: ଗୁଜରାଟ ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ 20 ବିଦ୍ୟାର୍ଥୀଙ୍କ ମୃତ୍ୟୁ ପରେ ତତ୍ପର ହୋଇଛି ଓଡିଶା ଅଗ୍ନିଶମ ବିଭାଗ । ରାଉରକେଲାରେ ପାଖାପାଖି 100 ଛୋଟ ବଡ଼ କୋଚିଂ ସେଣ୍ଟର ରହିଛି । ପ୍ରାୟ ସଂସ୍ଥା ପ୍ରାଇଭେଟ ଘରେ ହିଁ ଚାଲୁଛି । ତେଣୁ କୋଚିଂ ସେଣ୍ଟର ବନ୍ଦ ରଖାଯିବା ସହ ନୋଟିସ ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଅଗ୍ନିଶମ ବିଭାଗ ଏହି ସଂସ୍ଥା ମାନଙ୍କୁ ନୋଟିସର ସର୍ତ୍ତ ପୁରଣ ନ କରିବା ପର୍ଯ୍ୟନ୍ତ କୋଚିଂ ସେଣ୍ଟରର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । କିନ୍ତୁ ନୋଟିସକୁ ଏଠାରେ ବେଖାତିର କରୁଥିବା ଦେଖିବାକୁ ମିଳିଛି । ଏପଟେ ଅଗ୍ନିଶମ ବିଭାଗର ଟିମ କଟକରୁ ଆସି ଏହି କୋଚିଂ ସଂସ୍ଥା ଗୁଡିକର ନିରୀକ୍ଷଣ କରିବ ବୋଲି ସୂଚନା ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

ରାଉରକେଲା- ଗୁଜରାଟ ର ସୁରଟ ରେ କୋଚିଂ ସଂସ୍ଥା ରେ ନିଆଁ ଲାଗି ଛାତ୍ର ମାନଙ୍କ ମୃତ୍ୟୁ ପରେ ରାଜ୍ୟ ର ଅଗ୍ନିଶମ ବିଭାଗ ତତ୍ପର ହୋଇଛି। ରାଉରକେଲା ରେ ପାଖା ପାଖି 100 ଛୋଟ ବଡ଼ କୋଚିଂ ସଂସ୍ଥା ରହିଛି। ସବୁ ଗୁଡିକ ଘରେ ଚାଲିଛି। ଅଗ୍ନିଶମ ବିଭାଗ ଏହି ସଂସ୍ଥା ମାନଙ୍କୁ ନୋଟିସ ଜାରି କରି ଶର୍ତ ପୁରା ନ କରିବା ପର୍ଯନ୍ତ ଏହି ଗୁଡିକୁ ବନ୍ଦ ରଖିବା ପାଇଁ କୁହ ଯାଇଛି। କିନ୍ତୁ ନୋଟିସ କୟ କିଏ ହେଲେ ଖାତିର କରୁ ନାହାନ୍ତି। ଏହା ସତ ଗୋଟିଏ ଦୁଇ ଟି ସଂସ୍ଥା ରେ ପଶିବା ତଥା ବାହାରିବା ପାଇଁ ଅଲଗା ରାସ୍ତା ରହିଛି। ସୂଚନା ମିଳିଛି କି ଅଗ୍ନିଶମ ବିଭାଗ ର ଟିମ କଟକ ରୁ ଆସି ଏହି କୋଚିଂ ସଂସ୍ଥାନ ଗୁଡିକର ନିରୀକ୍ଷଣ କରିବ। ତା ପରେ ବିଭାଗ କଣ କରୁଛି ଏହା ଉପରେ ସମସ୍ତଙ୍କ ନଜର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.