ETV Bharat / city

ଏଣିକି ମାନୁଆଲ ବଦଳରେ କଟାଯିବ ଇ-ଚାଲାଣ - ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ

ନୂଆ ଯାନବାହାନ ଆଇନ ଲାଗୁ ହେବା ପରେ ଏଣିକି ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ । ବଂର ଗାଡି ମୋଟରରେ ତ୍ରୁଟି ଥିଲେ କିମ୍ବା ଅନ୍ୟ କୌଣସି କାଗଜପତ୍ରରେ ବିଭ୍ରାଟ ଥିଲେ ଏଥିପାଇଁ କଟାଯିବ ଇ-ଚାଲାଣ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା
author img

By

Published : Sep 29, 2019, 5:41 PM IST

Updated : Sep 29, 2019, 7:24 PM IST

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ଏବେ ମାନୁଆଲ ବଦଳରେ କଟାଯିବ ଇ-ଚାଲାଣ । ନୂଆ ଯାନବାହାନ ଆଇନ ଲାଗୁ ହେବା ପରେ ଏବେ ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ । ବଂର ଗାଡି ମୋଟରରେ ତ୍ରୁଟି ଥିଲେ କିମ୍ବା ଅନ୍ୟ କୌଣସି କାଗଜପତ୍ରରେ ବିଭ୍ରାଟ ଥିଲେ ଏଥିପାଇଁ କଟାଯିବ ଇ-ଚାଲାଣ । ଏ ବାବଦରେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଉରକେଲାରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜର ଅଧିକାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଏହି ପ୍ରଶିକ୍ଷଣ ଶିବିରରେ ପଶ୍ଚିମାଞ୍ଚଳ DIG କବିତା ଯଲାନ, ରାଉରକେଲା ଏସପି କେ.ଶିବା ସୁବ୍ରମନି, ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ପ୍ରମୁଖ ଇ-ଚାଲାଣ ବାବଦରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା, ସୁନ୍ଦରଗଡ ଏବଂ କେନ୍ଦୁଝର ପୋଲିସ ଜିଲ୍ଲାର 100 ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ଯୋଗ ଦେଇ ଇ-ଚାଲାଣ ବାବଦରେ ପ୍ରଶିକ୍ଷଣ ନେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଯାନ ବାହାନ ଯାଞ୍ଚ ବେଳେ ଏବେ ଆଉ ମନୁଆଲ କଟାଯିବନାହିଁ ଚାଲାଣ । ଗାଡି ମଟର ରେ ତ୍ରୁଟି ଥିଲେ କିମ୍ବା ଅନ୍ୟ କୌଣସି କାଗଜପତ୍ର ରେ ବିଭ୍ରାଟ ଥିଲେ କଟାଯିବ E-Chalan ।
Body:ଏ ବାବଦରେ ପୋଲିସ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଉରକେଲା ରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ ର ଅଧିକାରୀ ମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । Conclusion:ଏହି ପ୍ରଶିକ୍ଷଣ ଶିବିର ରେ ପଶ୍ଚିମାଞ୍ଚଳ DIG କବିତା ଯଲାନ , ରାଉରକେଲା ଏସପି K ଶିବା ସୁବ୍ରମନୀ , ପାନପୋଷ ଉପ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ E - Chalan ବାବଦରେ ଉପସ୍ଥିତ ପୋଲିସ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା , ସୁନ୍ଦରଗଡ ଏବଂ କେନ୍ଦୁଝର ପୋଲିସ ଜିଲ୍ଲାର 100 ରୁ ଉର୍ଧ୍ଵ ପୋଲିସ ଅଧିକାରୀ ଯୋଗଦେଇ E ଚାଲାଣ ବାବଦରେ ପ୍ରଶିକ୍ଷଣ ନେଇଥିଲେ ।
Last Updated : Sep 29, 2019, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.