ETV Bharat / city

ଡାହାଣୀ ସନ୍ଦେହରେ ମା ଓ ଝିଅକୁ ହତ୍ୟା ଘଟଣାରେ 6ଗିରଫ - murder case of bonai

ବଣାଇଁରେ ମା ଓ ଝିଅକୁ ହତ୍ୟା ଘଟଣାରେ ପୋଲିସ 6ଜଣଙ୍କୁ ଗିରଫ କରିଛି । ଏମାନେ ଡାହାଣୀ ସନ୍ଦେହରେ ଗାଙ୍ଗି କେରକେଟା ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 14, 2019, 5:14 PM IST

ରାଉରକେଲା: ଡାହାଣୀ ସନ୍ଦେହରେ ମା ଓ ଝିଅକୁ ହତ୍ୟା ଘଟଣାରେ ବଣାଇଁ ପୋଲିସକୁ ସଫଳତା । ହତ୍ୟା ଘଟଣାରେ ପୋଲିସ 6ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗିରଫ ଅଭିଯୁକ୍ତ ମାନେ ହେଲେ ସୁନୀଲ ଏକ୍କା, ଅନିଲ ଏକ୍କା,ଏତବା ଏକ୍କା, ଭାଦ୍ର କେରକେଟ ଓ ମଙ୍ଗରା ଟପ୍ପୋ । ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ଏମାନେ ଡାହାଣୀ ସନ୍ଦେହରେ ଗାଙ୍ଗୀ କେରକେଟା ଓ ତାଙ୍କ 5 ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଡାହାଣୀ ସନ୍ଦେହ ରେ ମହିଳାଙ୍କୁ ପିଟି ହତ୍ୟା ମାମଲା, କାଙ୍ଗାରୁ କୋର୍ଟ ର 6 ଗିରଫ,1 ଫେରାର,ମିଳି ନାହିଁ ଝିଅ ର ଶବ

ରାଉରକେଲା-ଡାହାଣୀ ସନ୍ଦେହରେ ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଯାଇଛି ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗାଇଡେଗା ଗ୍ରାମର ରାବଣ ଝୋଲା ବସ୍ତିରେ। ଘଟଣା ରେ ପୋଲିସ ଗାଙ୍ଗୀ କେର୍କେଟଟା ର ଶବ ନଦୀ ରୁ ଜପତ କରିଥିବା ବେଳେ 5 ବର୍ଷ ର ଝିଅ ଶିବନୀ କେର୍କେଟଟା ର ଶବ ମିଳି ନାହିଁ। ପୋଲିସ ଏହି ଘଟଣା ରେ ଗାଁ ର ସୁନୀଲ ଏକକ,ଅନିଲ ଏକ୍କା,ଏତବା ଏକ୍କା, ଭାଦ୍ର କେର୍କେଟଟା,ମଙ୍ଗରା ଟପ୍ପୋ କୁ ଗିରଫ କରିଥିବା ବେଳ କୁସ୍ଟମ୍ଭ topno ଫେରାର ଅଛିBody: ସ୍ୱାମୀ ବିର୍ସା କେରକେଟା, ପତ୍ନୀ ଗାଗିଂ କେରକେଟା ଓ ତାଙ୍କ ୫ ବର୍ଷର ଝିଅ ସହ ବସବାସ କରୁଥିଲେ। ତେବେ ଗ୍ରାମ ଲୋକେ ଗାଗିଂ କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ବାରମ୍ବାର ତାକୁ ଗ୍ରାମବାସୀ ଚେତାବନୀ ଦେଇ ଥିଲେ। ଗାଁ ରେ ସାନିକା ଏକ୍କା ର ବଡ଼ ପୁଅ ବୁଦା ର ମୃତ୍ୟୁ ପରେ ଗାଁ ଲୋକ ଏଥିପାଇଁ ଗତ ୯ ତାରିଖ ଦିନ ଗ୍ରାମରେ ପ୍ରଜା କୋର୍ଟ ବସିଥିଲା। ଏଥିରେ ଗାଗିଂ ଓ ତାଙ୍କ ଝିଅକୁ ଦୋଷୀ ସାବ୍ୟସ୍ତ କରି ମୃତ୍ଯୁ ଦଣ୍ଡ ସ୍ୱରୂପୁ ଘରୁ ଘୋଷାରି ଆଣି ପିଟିପିଟି ହତ୍ୟା ଦିଆଯାଇଥିଲା। Conclusion:ତେବେ ଏହି ପ୍ରଜାକୋର୍ଟରେ ତାଙ୍କ ସ୍ଵାମୀ ବିର୍ସା ଅନୁପସ୍ଥିତ ଥିଲେ କିନ୍ତୁ ଦୂର ରୁ ଘଟଣା କୁ ଜାଣି ପାରି ବିରସ ଭୟ ରେ ଜଙ୍ଗଲ କୁ ଯାଇ ଆର ଦିନ ତାଙ୍କ ସମ୍ପର୍କୀୟ ଘର କୁ ଯାଇ ନିଜ ସ୍ତ୍ରୀ ତଥା ଝିଅ ସମ୍ପର୍କ ରେ ପଚାରିବା ପରେ ପୋଲିସ କୁ ଖବର ଦେଇ ଥିଲା।
ମାଆ ଝିଅଙ୍କୁ ହତ୍ଯା କରି ଏକ ଅଖାରେ ଶବକୁ ବାନ୍ଧି ଦେଇ ନିକଟରେ ଥିବା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଭସାଇ ଦେଇଥିଲେ।

ଚାନ୍ଦିପୋଷ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ବ୍ରାହ୍ଣଣୀ ନଦୀର ତଳ ମୁଣ୍ଡରେ ଥିବା ଦର୍ଜିଂ ଗ୍ରାମ ସ୍ଥିତ ଶିବ ମନ୍ଦିର ଘାଟରେ ଗାଗିଂକଂ ଶବ ଲାଗି ଥିଲା। ପରେ ପୋଲିସ ଆତ୍ମ ଗୋପନ କରିଥିବା ସ୍ୱାମୀ ବିର୍ସା କୁ ଉଦ୍ଦାର କରି ଗାଗିଂ ର ଶବକୁ ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ କରିଥିଲେ। ଏହି ଘଟଣା ପରେ ପ୍ରଜାକୋର୍ଟ ବସି ଥିବା 7 ଗ୍ରାମବାସୀ ଙ୍କ ବିରୋଧ ରେ ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରିଛି।
ବାଇଟ-ଅବକାଶ ରାଉତରାୟ, SDPO, ବଣାଇ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.