ETV Bharat / city

ଆରପିଏଫ୍ ଯବାନଙ୍କ ମାଡରେ ହ୍ୟାକର ଆହତ

author img

By

Published : Sep 7, 2019, 5:38 AM IST

ରାଉରକେଲା  ଆରପିଏଫ୍ ଯବାନଙ୍କ ମାଡ଼ରେ ଅଜୟ ସାହୁ ନାମକ  ହ୍ୟାକର ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଉଲକେଲା

ରାଉରକେଲା: ରାଉରକେଲା ଆରପିଏଫ୍ ଯବାନଙ୍କ ମାଡ଼ରେ ଅଜୟ ସାହୁ ନାମକ ହ୍ୟାକର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେ ଝାଡଖଣ୍ଡର ଗୋଇଲକେରା ରେଳ ଷ୍ଟେସନରେ ପଡି ରହିବା ପରେ ଅନ୍ୟମାନଙ୍କ ସହଯୋଗରେ ସେ ରାଉରକେଲା ଥାନାରେ ଏକ ଏତଲା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଉଲକେଲା

ଏତଲା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଗୁରୁତର ଅଜୟ ସାହୁଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ତେବେ ଘଟଣାଟି ଝାଡଖଣ୍ଡ ଅଞ୍ଚଳର ହୋଇଥିବାରୁ ମାମଲାଟିକୁ ମନୋହରପୁର ରେଳ ପୋଲିସକୁ ହସ୍ତାନ୍ତର କରାଯାଇଛି।

ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-Rpf ଯବାନ ମାନଙ୍କ ମାଡ଼ରେ ଏକ ହକର ଅଜୟ ସାହୁ ଝାରଖଣ୍ଡ ର ଗୋଇଲକେରା ରେଳ ଷ୍ଟେସନରେ ପଡି ରହିବା ପରେ ଅନ୍ୟ ମାନଙ୍କ ସହଯୋଗ ରେ ସେ ରାଉରକେଲା ଆସି ଥାନା ରେ ଏତଲା ଦେଇ ଥିଲେ।
Body: ଏତଲା ପାଇବା ପରେ ପୋଲିସ ଏକ ଅମଳ ରୁଜୁ କରି ଆହତ ହାକର ଅଜୟ ସାହୁ କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଥିଲେ।Conclusion:ଘଟଣା ଟି ଝାରଖଣ୍ଡ ଅଂଚଳ ରେ ହୋଇ ଥିବା ରୁ କେସ କୁ ମନୋହରପୁର ରେଳ ପୋଲିସ କୁ ପଠାଇ ଦିଆ ଯାଇଛି।
Rpf ର DG ହାକର ବନ୍ଦ କରିବା ପାଇଁ ନିର୍ଦେଶ ଡରି ଥିବା ସତ୍ୱେ ତାଙ୍କ ନିର୍ଦେଶ କାର୍ଯ୍ୟକାରୀ କରା ଯାଇ ନାହି।ସେହି ପାଇଁ ବହୁତ ସଂଖ୍ୟା ରେ ହକର ମାନଙ୍କୁ ଆମେ ଟ୍ରେନ ରେ ଦେଖି ପାରୁଛୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.