ETV Bharat / city

ବିଶ୍ରା ତହସିଲର ମୋଚିକୁଦାରେ କ୍ରାଇମବ୍ରାଞ୍ଚ ଟିମ୍‌, ବେଆଇନ ଖଣି ଖନନର ଚାଲିଛି ତଦନ୍ତ - crime branch team

ଓଡିଶା-ଝାଡଖଣ୍ଡ ସୀମାନ୍ତ ବିଶ୍ରା ତହସିଲ ଅଞ୍ଚଳର ମୋଚିକୁଦା (କୁଣ୍ଡାପୋଷ)ଗାଁରେ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋଟିଏ ବିଲରେ ଖଣି ଖନନ କରି କୋଟି କୋଟି ଟଙ୍କାର ବେପାର କରିଥିବା ଅଭିଯୋଗର କରିବ ତଦନ୍ତ ।

ପ୍ରତିକାତ୍ମକ ଫଟୋ
author img

By

Published : Nov 1, 2019, 10:57 PM IST

ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତ ବିଶ୍ରା ତହସିଲ ଅଞ୍ଚଳର ମୋଚିକୁଦା (କୁଣ୍ଡାପୋଷ)ଗାଁରେ କ୍ରାଇମବ୍ରାଞ୍ଚ ଟିମ୍‌ । ଗୋଟିଏ ବିଲରେ ଖଣି ଖନନ କରି କୋଟି କୋଟି ଟଙ୍କାର ବେପାର କରିଥିବା ଅଭିଯୋଗର କରିବ ତଦନ୍ତ ।

ମିଳିଥିବା ସୂଚନା ଅନୁସାରେ, ଆଜି(ଶୁକ୍ରବାର) କ୍ରାଇମବ୍ରାଞ୍ଚର ଜଣେ ଡିଏସପି ତଥା ଇନ୍ସପେକ୍ଟର ସ୍ତରର ଅଫିସର, ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଛନ୍ତି । ତେବେ ପଚରାଉଚରା ସମୟରେ ଏହା ସ୍ପଷ୍ଟ ହୋଇଥିଲା କି ଏକ ବିଲ ଜାଗାରେ ଜଣେ ପଥର ଖଣି ଲିଜ ନେଇ ଖଣି ଖନନ କରୁଥିଲେ । ତେବେ ଲିଜ୍‌ ସ୍ଥାନରେ ସେ କିଛି ଉତ୍ତୋଳନ ନ କରି ଅନ୍ୟ ସ୍ଥାନରେ ପଥରଖଣି ଚଳାଇ ଆସୁଥିବା ଅଭିଯୋଗ ହୋଇଛି ।

ଗତ ମାର୍ଚ୍ଚ ମାସରେ ଲିଜ ନବୀକରଣ ଆବେଦନ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତାପରେ ବିଶ୍ରା ତହସିଲଦାର ଜିଲ୍ଲା ପ୍ରଶାସନ ତଥା ପୋଲିସକୁ ଲିଖିତ ସୂଚନା ଦେଇଥିଲେ କିନ୍ତୁ ପ୍ରଶାସନ କିମ୍ବା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Exclusive
ରାଉରକେଲା- ବିଶ୍ରା ତହସିଲ ଅଂଚଳ ରେ ଓଡିଶା ଝାରଖଣ୍ଡ ସୀମାନ୍ତ ର ମୋଚିକୁଦା ( କୁଣ୍ଡାପୋଷ)ଗାଁ ରେ ଏକ ବିଲ ଜାଗାରେ ଖଣି ଖନନ କରି କୋଟି କୋଟି ଟଙ୍କା ର ବ୍ୟାପାର କରି ଥିବା ଘଟଣା ର ତଦନ୍ତ ପାଇଁ ଆଜି କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରିଛି।

Body:ମିଳିଥିବା ସୂଚନା ଅନୁସାରେ ଆଜି କ୍ରାଇମ ବ୍ରାଞ୍ଚ ର ଜଣେ ଡ଼ିଏସପି ତଥା ଇନ୍ସପେକ୍ଟର ସ୍ତର ର ଅଫିସର ଆଜି ଆରଆଇ ତଥା ଫୋରେଷ୍ଟ ଗାର୍ଡ କୁ ନେଇ ପଚରା ଉଚରା କରିବା ପରେ ଏହା ସ୍ପଷ୍ଟ ହୋଇଥିଲା କି ଏକ ବିଲ ଜାଗାରେ ଜଣେ ପଥର ଖଣି ଲିଜ ନେଇ ଖଣି କାର୍ଯ୍ୟ କରୁଥିଲେ। କିନ୍ତୁ ନିଜ ସ୍ଥାନ ରେ ସେ କିଛି ଉତ୍ତୋଳନ ନ କରି ଅନ୍ୟ ସ୍ଥାନ ରେ ପଥରଖଣି ଚଳାଇ ଆସୁ ଥିଲା।

Conclusion:ଗତ ମାର୍ଚ୍ଚ ମାସ ରେ ସେ ଲିଜ ନବୀକରଣ ଆବେଦନ ସମୟ ରେ ଏହି ଘଟଣା ସାମ୍ନା କୁ ଆସି ଥିଲା।ତା ପରେ ବିଶ୍ରା ତହସିଲଦାର ଜିଲା ପ୍ରଶାସନ ତଥା ପୋଲିସ କୁ ଲିଖିତ ସୂଚନା ଦେଇ ଥିଲେ କିନ୍ତୁ ପ୍ରଶାସନ କିମ୍ବା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। କ୍ରାଇମ ବ୍ରାଞ୍ଚ ଆଗକୁ କଣ କରୁଛି ତା ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.