ETV Bharat / city

ଉଠା ଦୋକାନୀଙ୍କୁ ଥଇଥାନ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - ଉଠା ଦୋକାନଙ୍କ ଥଇଥାନ ଦାବି

ସହରର ରିଂରୋଡ କଡରେ ବସୁଥିବା ଉଠା ଦୋକାନୀଙ୍କ ଉପରେ ଆର୍‌ଏସ୍‌ପି ଲ୍ୟାଣ୍ଡ ଗାର୍ଡଙ୍କ ଜୁଲମ ବିରୋଧରେ ଗର୍ଜିଛି ଜିଲ୍ଲା କଂଗ୍ରେସ ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 1, 2019, 4:06 PM IST

ରାଉରକେଲା: ସହରର ରିଂରୋଡ କଡରେ ବସୁଥିବା ଉଠା ଦୋକାନୀଙ୍କ ଉପରେ ଆର୍‌ଏସ୍‌ପି ଲ୍ୟାଣ୍ଡ ଗାର୍ଡଙ୍କ ଜୁଲମ ବିରୋଧରେ ଗର୍ଜିଛି ଜିଲ୍ଲା କଂଗ୍ରେସ ଦଳ । ଏନେଇ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ସ୍ଥାନୀୟ ଇସ୍ପାତ କାରଖାନା ସହର ସେବା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିକ୍ଷୋଭରେ ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ ମଧ୍ୟରେ ଥଇଥାନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ତେବେ ଏହି ଆନ୍ଦୋଳନରେ ଦଳ ପକ୍ଷରୁ ବିରେନ ସେନାପତି, ପ୍ରଭାତି ମିଶ୍ର, ପ୍ରଶାନ୍ତ ସେଠୀ, ଦେବବ୍ରତ ବିହାରିଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

ଏଥିସହ ଇସ୍ପାତ କାରଖାନାର ସିଇଓଙ୍କ ଉଦ୍ଦେଶ୍ୟରେ ସହର ପ୍ରଶାସନର ଜିଏମଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା କଂଗ୍ରେସ ଦଳ ପକ୍ଷରୁ ବିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ୟ ରେ ରାଉରକେଲା ଇସ୍ପାତ କାରଖାନା ସହର ସେବା କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେକ୍ଟର ଅଞ୍ଚଳରେ ତଥା ରିଙ୍ଗ ରୋଡ଼ କଡରେ ବସୁଥିବା ଉଠା ଦୋକାନୀଙ୍କ ଉପରେ RSP ଲ୍ୟାଣ୍ଡ ଗାର୍ଡ ଙ୍କ ଜୁଲମ ବିରୁଦ୍ଧରେ ଏବଂ ଉଠା ଦୋକାନୀଙ୍କ ଭେଣ୍ଡିଙ୍ଗ ଯୋନ ମାଧ୍ୟମରେ ଥଇଥାନ ଦାବିରେ ଏହି ବିକ୍ଷୋଭ କରାଯାଇଥିଲା ।
Body:କଂଗ୍ରେସ ତରଫ ରୁ ବିରେନ ସେନାପତି,ପ୍ରଭାତୀ ମିଶ୍ର,ପ୍ରଶାନ୍ତ ସେଠି,ଦେଵବ୍ରତ ବିହାରୀ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।
Conclusion:ରାଉରକେଲା ଇସ୍ପାତ କାରଖାନା ର CEO ଙ୍କ ଉଦ୍ଦେଶ୍ୟ ରେ ସହର ପ୍ରଶାସନ ର gm ଙ୍କ ମାରଫତ ରେ ଏକ ଦାବିପତ୍ର ଦେଇ ସମଇ ସରେନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରା ଯାଅଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.