ETV Bharat / city

ସୁନ୍ଦରଗଡରେ ବିଜେପିର ପଦଯାତ୍ରା

author img

By

Published : Dec 21, 2020, 8:43 PM IST

ପରୀକୁ ନ୍ୟାୟ ଓ ରାଜ୍ୟର 5 ହଜାରରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଦାବି । ସୁନ୍ଦରଗଡରେ ବିଜେପି ପକ୍ଷରୁ ପଦଯାତ୍ରା । ଅଧିକ ପଢନ୍ତୁ...

bjp pada jatra in sundragarh
ସୁନ୍ଦରଗଡରେ ବିଜେପିର ପଦଯାତ୍ରା

ସୁନ୍ଦରଗଡ : ପରୀ ପାଇଁ ଜଳୁଛି ସାରା ରାଜ୍ୟରେ ବିକ୍ଷୋଭର ନିଆଁ । ପରୀକୁ ନ୍ୟାୟ ଓ ରାଜ୍ୟର 5 ହଜାରରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଦାବିରେ ବିଜେପି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ନାରୀ କଲ୍ୟାଣ କେନ୍ଦ୍ରରୁ ବାହାରି ସାରା ସୁନ୍ଦରଗଡ ସହର ପରିକ୍ରମା କରିଥିଲା ।

ସୁନ୍ଦରଗଡରେ ବିଜେପିର ପଦଯାତ୍ରା

ସଦର ବିଧାୟିକା ଏହି ପଦଯାତ୍ରାର ମଙ୍ଗ ଧରିଥିବାବେଳେ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ । ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲା ଦଳ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.