ETV Bharat / city

ହୋଟେଲ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର - ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା ଅପସରା ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବ୍ୟବସାୟୀଙ୍କ ମୃତଦେହ । ପୋଲିସ ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 29, 2019, 7:50 PM IST

ରାଉରକେଲା: ରାଉରକେଲା ଅପସରା ହୋଟେଲ ରୁମ ନମ୍ବର 12 ରୁ ଜଣେ ବ୍ୟବସୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ରୁମରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମୃତ ବ୍ୟବସୟୀଙ୍କ ନାମ ଧୀରଜ ବର୍ମା ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ରାଜଗାଙ୍ଗପୁର ହୋଇଥିବା ପୋଲିସ ସୂଚନା ଦେଇଛି । ସେପଟେ ହୋଟେଲ କର୍ମଚାରୀଙ୍କ କହିବା କଥା ହେଲା ରୁମର କବାଟ ଭିତର ପଟୁ ବନ୍ଦ ଥିଲା । ଉକ୍ତ ବ୍ୟବସାୟୀ କବାଟ ନଖୋଲିବାରୁ ହୋଟଲେ କର୍ମଚାରୀମାନେ ସନ୍ଦେହ କରି ଝରକା ପଟୁ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ତଦନ୍ତ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ଅପସରା ହୋଟେଲ ର ରୁମ ନମ୍ବର 12 ରୁ ଜଣେ ବ୍ୟବସୟୀ ଙ୍କ ମୃତ ଦେହ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ଉକ୍ତ ବ୍ୟବସୟୀ ଙ୍କ ନାମ ଧୀରଜ ବର୍ମା ଏବଂ ତାଙ୍କ ଘର ରାଜଗାଙ୍ଗପୁର ବୋଲି ଜଣା ପଡ଼ିଛି ।Body:
ଭିତରୁ କବାଟ ବନ୍ଦ ଥିବାରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଜଣା ପଡ଼ିଛି । ପୋଲିସ , ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି ।Conclusion:ରୁମ ନ ଖଳିବାରୁ ହୋଟେଲ କର୍ମଚାରୀ ମାନଙ୍କୁ ସନ୍ଦେହ ହେବ ପରେ ସେମାନେ ଝରକା ରୁ ଦେଖି ପୋଲିସ କୁ ଖବର ଦେଇ ଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.