ETV Bharat / city

ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ

ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ମହାମାରୀ। 8 ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ସମ୍ପୂର୍ଣ୍ଣ ପଢନ୍ତୁ...

ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ
ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ
author img

By

Published : Sep 20, 2020, 1:46 PM IST

ପୁରୀ: ଜିଲ୍ଲାରେ ଗତ 24 ଘଣ୍ଟା ଭିତରେ 292ଟି କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି। ଫଳରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା 8 ହଜାର ଟପିଛି। ଯାହାକୁ ମିଶାଇ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖା 8205ରେ ପହଞ୍ଚିଛି। ଆଜି ପର୍ଯ୍ୟନ୍ତ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 35 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ମୋଟ 1718ଟି ଆକ୍ଟିଭ କେସ ରହିଛି।

ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ
ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ

ସେହିପରି 6452 ଜଣଙ୍କୁ ଡିସଚାର୍ଜ କରାଯାଇଛି। ମୋଟ 80385ଟି ସାମ୍ପଲ ସଂଗ୍ରହ ହୋଇ ପରୀକ୍ଷା ହୋଇଛି । ତେବେ ଜିଲ୍ଲାରେ ପୁରୀ ପୌରାଞ୍ଚଳରେ ସର୍ବାଧିକ କୋରୋନା ସଂକ୍ରମିତ 2790 ଜଣ ହୋଇଛନ୍ତି। ଜିଲ୍ଲାର ଆରୋଗ୍ୟ ହାର ରହିଛି 78.63 ପ୍ରତିଶତ।

ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ
ପୁରୀରେ 8 ହଜାର ଟପିଲା କୋଭିଡ ପଜିଟିଭ

ତେବେ ପୁରୀ ସହର ତଥା ଜିଲ୍ଲାରେ ଧୀରେଧୀରେ କୋରୋନା ଅଣାୟତ୍ତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.