ETV Bharat / city

'ବିଶ୍ୱ ତମାଖୁ ନିଷେଧ ଦିବସ', ବାଲୁକାକଳାରେ ସଚେତନ କଲେ ସୁଦର୍ଶନ - no tobacco

ଆଜି ହେଉଛି ବିଶ୍ୱ ତମାଖୁ ନିଷେଧ ଦିବସ ବା world no tobacco day। ତମାଖୁ ଭଳି ବିପଦଜ୍ଜନକ ନିଶାରୁ ଦୂରେଇ ରହିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାରା ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : May 31, 2019, 10:08 AM IST

ପୁରୀ: ଆଜି ହେଉଛି ବିଶ୍ୱ ତମାଖୁ ନିଷେଧ ଦିବସ ବା world no tobacco day। ତମାଖୁ ଭଳି ବିପଦଜ୍ଜନକ ନିଶାରୁ ଦୂରେଇ ରହିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାରା ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ମେ’ 31କୁ ବିଶ୍ବ ତମାଖୁ ଦିବସ ଭାବେ ପାଳନ କରାଯାଏ । ତମାଖୁ ସେବନର ଭୟାବହତା ଓ ଏଥିରୁ ଦୂରେଇ ରହିବା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଜର ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ଏହି ଦିବସ ବିଷୟରେ ସଚେତନ କରିଛନ୍ତି। ଯେଉଁଥିରେ ମୁଖ୍ୟ ବାର୍ତ୍ତା ରହିଛି no tobacco, save life । ତେବେ ପ୍ରତିବର୍ଷ ତମାଖୁ ସେବନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସାରା ବିଶ୍ୱରେ ପ୍ରାଣ ହରାଉଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.