ETV Bharat / city

ସମୁଦ୍ର ପଥ ଦେଇ ଚନ୍ଦ୍ରଭାଗାରେ ପହଁଞ୍ଚିଲେ 16 ମତ୍ସଜୀବୀ - ଚନ୍ଦ୍ରଭାଗାରେ ପହଁଞ୍ଚିଲେ 16 ମତ୍ସଜିବୀ

ଡଙ୍ଗା ଯୋଗେ କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି ଏହି ୧୬ ଜଣ ମତ୍ସ୍ୟଜୀବୀ । ଅଧିକ ପଢନ୍ତୁ..

ସମୁଦ୍ର ପଥରେ ଚନ୍ଦ୍ରଭାଗାରେ ପହଁଞ୍ଚିଲେ 16 ମତ୍ସଜିବୀ

author img

By

Published : May 12, 2020, 12:37 PM IST

Updated : May 12, 2020, 2:52 PM IST

ପୁରୀ: ସମୁଦ୍ର ପଥରେ ପହଁଞ୍ଚିଲେ 16 ମତ୍ସଜୀବୀ। ଡଙ୍ଗା ଯୋଗେ କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି ଏହି ୧୬ ଜଣ ମତ୍ସ୍ୟଜୀବୀ ।

ସମୁଦ୍ର ପଥ ଦେଇ ଚନ୍ଦ୍ରଭାଗାରେ ପହଁଞ୍ଚିଲେ 16 ମତ୍ସଜୀବୀ

ଏମାନେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଡଙ୍ଗାରେ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ପୁରୀ ପେଣ୍ଠକଟାର ୫, ଚନ୍ଦ୍ରଭାଗା ନୋଳିଆ ସାହିର11 ଜଣ ଅଛନ୍ତି। ତେବେ ଏକ ଡଙ୍ଗା କିଣି ରବିବାର ସେଠାରୁ ବାହାରିଥିଲେ ଏହି ମତ୍ସଜୀବୀ। ଆଉ ମଙ୍ଗଳବାର ଭୋରରେ ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଉଦ୍ଧାର କରି କ୍ଵାରେଣ୍ଟାଇନରେ ରଖିଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍ କାରଣରୁ ଦୀର୍ଘ ଦିନ ଧରି ଫସି ରହିଥିଲେ ଏହି ମତ୍ସଜୀବୀ। ସେଠାରେ ରହିବା ଓ ଚଳିବାରେ ଅସୁବିଧା ଯୋଗୁଁ ଏମାନେ କୋଣାର୍କ ଚାଲି ଆସିଥିବା ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 12, 2020, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.