ETV Bharat / city

ବ୍ଲୁ ଫ୍ଲାଗ ବିଚ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

author img

By

Published : May 28, 2021, 5:05 PM IST

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ ବିଚର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପରିଚାଳନା ଆଉ ମେଣ୍ଟେନାନ୍ସ ପାଇଁ ଆଜି ବିଭିନ୍ନ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଅଧିକ ପଢନ୍ତୁ...

ବ୍ଲୁ ଫ୍ଲାଗ ବିଚ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ବ୍ଲୁ ଫ୍ଲାଗ ବିଚ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ ବିଚର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପରିଚାଳନା ଆଉ ମେଣ୍ଟେନାନ୍ସ ପାଇଁ ଆଜି ବିଭିନ୍ନ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ଖୋଲାଯିବା ପରେ ଯେଉଁ ନିୟମ ଅଛି ତାକୁ ଯେଉଁ କମ୍ପାନୀ ପାଳନ କରିଥିବ ଏଥିସହ ଯାହାର ଲୋ କଷ୍ଟ୍‌ ଥିବ ତାହାକୁ ତର୍ଜମା କରି ସେହି କମ୍ପାନୀକୁ ବ୍ଲୁ ଫ୍ଲାଗ ବିଚ ପରିଚାଳନା ଦାୟିତ୍ୱ ଦିଆଯିବ ।

ଆଜି 6ଟି କମ୍ପାନୀ ଭିଡିଓ କନଫରେନସିଂ ଓ ଫିଜିକାଲି ଟେଣ୍ଡର ଆହ୍ୱାନ କରିଥିଲେ । ଏହି ପ୍ରକ୍ରିୟାରେ ଜିଲ୍ଲାପାଳ, ଏସପି ଓ ଡିଏଫଓଙ୍କ ସମେତ ଅନ୍ୟାନ୍ୟ କମିଟି ମେମ୍ବର ମଧ୍ୟ ସାମିଲ ଥିଲେ । ସାମାଜିକ ଦୂରତା ଓ କୋଭିଡ ନିୟମକୁ ଅନୁପାଳନ କରି ଏହି ଟେଣ୍ଡର କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.