ETV Bharat / city

ବାଲୁକା କଳାରେ ଭାଲେଣ୍ଟାଇନ ଡେ'ର ଶୁଭେଚ୍ଛା ଦେଲେ ସୁଦର୍ଶନ

author img

By

Published : Feb 14, 2021, 7:23 AM IST

ଆଜି ଭାଲେଣ୍ଟାଇନ ଡେ'। ଏହି ଦିବସର ଶୁଭେଚ୍ଛା ବାଲୁକା ଚିତ୍ରକଳା ମାଧ୍ୟମରେ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲୁକା ଚିତ୍ରକଳାରେ ଭାଲେଣ୍ଟାଇନ ଡେ'ର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ: ବାଲୁକା ଚିତ୍ରକଳାରେ ଭାଲେଣ୍ଟାଇନ ଡେ ଶୁଭେଚ୍ଛା । ଫେବୃଆରୀ 14କୁ ସାରା ବିଶ୍ବରେ ପ୍ରେମ ଦିବସ ତଥା ଭାଲେଣ୍ଟାଇନ ଡେ' ଭାବେ ପାଳନ କରାଯାଏ । ଏହି ଦିବସର ଶୁଭେଚ୍ଛା ବାଲୁକା ଚିତ୍ରକଳା ମାଧ୍ୟମରେ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ଏନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେ ବାର୍ତ୍ତା ରହିଛି , I LOVE MY INDIA..

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.