ETV Bharat / city

Tokyo Olympics: ସ୍ୟାଣ୍ଡ ଆନିମେଶନରେ ମୀରାବାଇଙ୍କୁ ଶୁଭେଚ୍ଛା

Tokyo Olympics ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ସ୍ୟାଣ୍ଡ ଆନିମେଶନରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ । ଅଧିକ ପଢ଼ନ୍ତୁ...

author img

By

Published : Jul 24, 2021, 9:21 PM IST

Sand artist Manas Sahu, wishes to Tokyo Olympics silver medalist Meerabai Chanu,   sand animation of meerabai chanu, puri, ସ୍ୟାଣ୍ଡ ଆନିମେଶନରେ ଶୁଭେଚ୍ଛା, ମୀରାବାଇଙ୍କୁ ଶୁଭେଚ୍ଛା,  ବାଲୁକା ଶିଳ୍ପୀ ମାନସ କୁମାର ସାହୁ
Tokyo Olympics: ସ୍ୟାଣ୍ଡ ଆନିମେଶନରେ ମୀରାବାଇଙ୍କୁ ଶୁଭେଚ୍ଛା

ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ Tokyo Olympicରେ ଦେଶ ପାଇଁ ପ୍ରଥମ ପଦକ ଆଣିଥିବା ଆଥଲେଟ ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ମାସନ କହିଛନ୍ତି ଯେ ସାରା ବିଶ୍ବରେ ମୀରାବାଇ ଆଜି ଦେଶକୁ ଗର୍ବିତ କରିଛନ୍ତି । ତେଣୁ ଜଗନ୍ନାଥଙ୍କ ଧାମରୁ ତାଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ।

ସୂଚନା ଯୋଗ୍ୟ ଯେ ଶନିବାର ୪୯ କିଗ୍ରା ମହିଳା ଭାରୋତ୍ତୋଳନରେ ରୌପ୍ୟ ଜିତି ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି ୨୬ ବର୍ଷୀୟ ମୀରାବାଇ । ମୀରାବାଇଙ୍କର ଏହି ସଫଳତା ପାଇଁ ସାରା ଦେଶବାସୀ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.