ETV Bharat / city

ସ୍ୟାଣ୍ଡ ଆନିମେସନରେ ଅଯୋଧ୍ୟା ରାମ ମନ୍ଦିର

author img

By

Published : Aug 3, 2020, 7:59 PM IST

କିଭଳି ମନ୍ଦିର ନିର୍ମାଣ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ଭକ୍ତ ମାନେ କରିବେ ସେ ନେଇ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନରେ ଦର୍ଶାଯାଇଛି।

sand-animation-on-the-foundation-stone-of-the-ayodhya-ram-mandir
ଅଯୋଧ୍ୟା ରାମ ମନ୍ଦିର ଶିଳାନ୍ୟାସକୁ ନେଇ ସ୍ୟାଣ୍ଡ ଆନିମେସନ

ପୁରୀ: ଆସନ୍ତା ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ଶିଳାନ୍ୟାସ ପର୍ବ ରହିଛି। ଏଥିପାଇଁ ଚୁଡାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶ ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଶିଳାନ୍ୟାସ ପାଇଁ ପଠାଯାଇଛି । ବହୁତ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଥିବା ହେତୁ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀ ବେଶ ଖୁସି ଅଛନ୍ତି।

ତେବେ ଏହି ଅବସରରେ ଏହି କାର୍ଯ୍ୟର ପୁରା ପ୍ରକ୍ରିୟା କିଭଳି ରହିଛି, କିଭଳି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି, କିଭଳି ମନ୍ଦିର ନିର୍ମାଣ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ଭକ୍ତ ମାନେ କରିବେ ସେ ନେଇ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନରେ ଦର୍ଶାଯାଇଛି। ବିଶିଷ୍ଟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀରେ ଏହି ସ୍ୟାଣ୍ଡ ଆନିମେସନଟି କରିଛନ୍ତି। 24 ଘଣ୍ଟା ଲାଗି 3 ମିନିଟର ଏକ ସ୍ୟାଣ୍ଡ ଆନିମେସନ ଭିଡିଓଟି କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.