ପୁରୀ: ସରିଛି ରଥଯାତ୍ରା । ଶ୍ରୀମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ । ସୁରୁଖୁରୁରେ ସମାପ୍ତ ହୋଇଛି ପ୍ରଭୁଙ୍କ ରଥଯାତ୍ରା । ପୋଲିସ ପ୍ରଶାସନର ସହାୟତାରେ ଶାନ୍ତିଶୃଙ୍ଖଳାର ସହ ଚଳିତ ବର୍ଷ ରଥଯାତ୍ରା ଶେଷ ହୋଇଥିବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କିପରି ଥିଲା । ପୋଲିସ ପ୍ରଶାସନ ପାଇଁ କଣ କଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ସେ ସମ୍ପର୍କରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ତାପସ ପରିଡା ।
‘ପ୍ରଭୁଙ୍କ ଅମାପ ଆର୍ଶିବାଦରୁ ସୁରୁଖୁରୁରେ ଶେଷ ହୋଇଛି ରଥଯାତ୍ରା’ - puri
ସୁରୁଖୁରୁରେ ସମାପ୍ତ ହୋଇଛି ପ୍ରଭୁଙ୍କ ରଥଯାତ୍ରା । ପୋଲିସ ପ୍ରଶାସନର ସହାୟତାରେ ଶାନ୍ତିଶୃଙ୍ଖଳାର ସହ ଚଳିତ ବର୍ଷ ରଥଯାତ୍ରା ଶେଷ ହୋଇଥିବା ଦେଖିବାକୁ ମିଳିଛି ।
![‘ପ୍ରଭୁଙ୍କ ଅମାପ ଆର୍ଶିବାଦରୁ ସୁରୁଖୁରୁରେ ଶେଷ ହୋଇଛି ରଥଯାତ୍ରା’](https://etvbharatimages.akamaized.net/etvbharat/prod-images/768-512-3848940-755-3848940-1563210143565.jpg?imwidth=3840)
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପୁରୀ: ସରିଛି ରଥଯାତ୍ରା । ଶ୍ରୀମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ । ସୁରୁଖୁରୁରେ ସମାପ୍ତ ହୋଇଛି ପ୍ରଭୁଙ୍କ ରଥଯାତ୍ରା । ପୋଲିସ ପ୍ରଶାସନର ସହାୟତାରେ ଶାନ୍ତିଶୃଙ୍ଖଳାର ସହ ଚଳିତ ବର୍ଷ ରଥଯାତ୍ରା ଶେଷ ହୋଇଥିବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କିପରି ଥିଲା । ପୋଲିସ ପ୍ରଶାସନ ପାଇଁ କଣ କଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ସେ ସମ୍ପର୍କରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ତାପସ ପରିଡା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
Intro:Body:
Conclusion:
BLANK FOR LINK STORY
Conclusion: