ETV Bharat / city

ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା

ପୁରୀରେ ସକାଳୁ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷା ଲାଗି ରହିଥିବା ହେତୁ ଯାତାୟତ କରିବାରେ ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଧିକ ପଢନ୍ତୁ....

author img

By

Published : Feb 7, 2020, 12:44 PM IST

ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା
ପୁରୀରେ ଲଘୁଚାପ ପ୍ରଭାବ, ପର୍ଯ୍ୟଟକଙ୍କ ପାଇଁ ବାଧକ ବର୍ଷା

ପୁରୀ: ରାଜ୍ୟରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବ ପ୍ରଥମେ ଉପକୂଳରେ ଦେଖା ଦେଇଛି । ଏନେଇ ପୁରୀରେ ମଧ୍ୟ ସକାଳୁ ଲାଗି ରହିଛି ବର୍ଷା ।

ତେବେ ଝିପିଝିପି ବର୍ଷା ଲାଗି ରହିଥିବା ହେତୁ ଯାତାୟତ କରିବାରେ ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପଟେ ପୁରୀ ଆସିଥିବା ପର୍ଯ୍ୟଟକ ମଧ୍ୟ ପୁରୀରେ ବିଭିନ୍ନ ଜାଗା ବୁଲିବାରେ ଅସୁବିଧା ଭୋଗୁଛନ୍ତି ।

ଏହାସହ ବର୍ଷା ଯୋଗୁଁ ତାପମାତ୍ରା କମି ଥିବାରୁ ଶୀତ ଅନୁଭୂତ ହେଉଛି । ସାଧାରଣରେ ବଡ଼ଦାଣ୍ଡରେ ବେଶ ଗହଳି ପରିଲକ୍ଷିତ ହେଉଥିବାବେଳେ ଶୁକ୍ରବାର ବର୍ଷା ଯୋଗୁଁ ବଡଦାଣ୍ଡ ଗହଳି କମ୍ ରହିଛି । ତେବେ ଦୈନନ୍ଦିନ କାର୍ଯ୍ୟରେ ଯାଉଥିବା କର୍ମଜୀବୀ ବର୍ଷା ଯୋଗୁଁ ଅସୁବିଧା ଭୋଗୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ ଲଘୁଚାପ ବର୍ଷା

Body:ଲଘୁଚାପ ପ୍ରଭାବରେ ଉପକୂଳ ରେ ବର୍ଷା ଆରଂଭ ହୋଇଛି। ପୁରୀ ରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି। ଝିପି ଝିପି ବର୍ଷା ଲାଗି ରହିଥିବା ହେତୁ ଯାତାୟତ କରିବାରେ ଲୋକ ସମସ୍ୟା ର ସମ୍ମୁଖୀନ ହୋଇ ଛନ୍ତି। ଅନ୍ୟପଟେ ପୁରୀ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ପୁରୀ ରେ ବିଭୀନ ଜାଗା ବୁଲିବାରେ ସାମାନ୍ୟ ଅସୁବିଧା ଭୋଗୁଛନ୍ତି। ବର୍ଷା ଯୋଗୁଁ ତାପମାତ୍ରା କମି ଥିବାରୁ ଶୀତ ମଧ୍ୟ ଅନୁଭୂତ ହେଉଛି। ସାଧାରଣ ରେ ବଡ଼ ଦାଣ୍ଡ ବେଶ ଗହଳି ପରିଲିଖିତ ହେଉଥିବା ବେଳେ ଝିପି ଝିପି ବର୍ଷା ଯୋଗୁଁ ବଡ଼ ଦାଣ୍ଡ ଗହଳି କମ ରହିଛି। ତେବେ ଦୈନନ୍ଦିନ କାର୍ଯ୍ୟ ରେ ଯାଉଥିବା କର୍ମଜୀବୀ ମାନେ ଝିପି ଝିପି ବର୍ଷା ଯୋଗୁଁ ଅସୁବିଧା ଭୋଗୁଥିବା ବେଳେ ଛତା , ରେନ କୋଟ ନେଇ ଯାତାୟତ କରୁଛନ୍ତି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.