ETV Bharat / city

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ - ଘରୋଇ ପ୍ଲଟ ଉଚ୍ଛେଦ

ଶ୍ରୀମନ୍ଦିର ସୁରକ୍ଷା ଜୋନର ପଶ୍ଚିମ ଦ୍ବାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି । ଦୁଇଟି ଘରୋଇ ପ୍ଲଟ ଉଚ୍ଛେଦ କରାଯାଉଛି । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ
ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ
author img

By

Published : Dec 17, 2019, 12:07 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନର ପଶ୍ଚିମ ଦ୍ବାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି । ଦୁଇଟି ଘରୋଇ ପ୍ଲଟ ଉଚ୍ଛେଦ କରାଯାଉଛି । ପର୍ଯ୍ୟାୟ କ୍ରମେ ଅନ୍ୟ ପ୍ଲଟ ଉଚ୍ଛେଦ ହେବାର ଯୋଜନା ରହିଛି । ଶାନ୍ତି ଶୃଙ୍ଖଳା ପାଇଁ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ

ସୁରକ୍ଷା ପାଇଁ ଦକ୍ଷିଣ ଦ୍ବାର ଠାରୁ ପଶ୍ଚିମ ଦ୍ବାର ପର୍ଯ୍ୟନ୍ତ ରାସ୍ତା ସିଲ ହୋଇଛି । ଦୀନବନ୍ଧୁ ସିଂହାର ଓ ଦାମୋଦର ସିଂହାର ଦୁଇ ଜଣ ବ୍ୟକ୍ତିଙ୍କ ପ୍ଲଟକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ମୋଟ 185 ଟି ପ୍ଲଟ ଉଚ୍ଛେଦ ହେବାର ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଉଛେଦ ଆରମ୍ଭBody:ଶ୍ରୀମନ୍ଦିର ସୁରକ୍ଷା ଯୋନ ର ପଶ୍ଚିମ ଦ୍ୱାର ଅଞ୍ଚଳରେ ଉଛେଦ ଆରଂଭ ହୋଇଛି। ଦୁଇଟି ଘରୋଇ ପ୍ଲ ଟ ଉଛେଦ କରାଯାଉଛି। ପର୍ଯ୍ୟୟ କ୍ରମେ ଅନ୍ୟ ପ୍ଲ ଟ ଉଛେଦ ହେବ। ଶାନ୍ତି ଶୃଙ୍ଖଳା ପାଇଁ 8 ପ୍ଲା ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ପାଇଁ ଦକ୍ଷିଣ ଦ୍ୱାର ଠାରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ରାସ୍ତା ସିଲ ହୋଇଛି। ଦୀନବନ୍ଧୁ ସିଂହାରି ଓ ଦାମୋଦର ସିଂହାର ଦୁଇ ଜଣ ବ୍ୟକ୍ତି ପ୍ଲ ଟ କୁ ଉଛେଦ କରାଯାଇଛି। ମୋଟ 185 ଟି ପ୍ଲ ଟ ଉଛେଦ ହେବାର ବ୍ୟବସ୍ଥା ହୋଇଛି ଶ୍ରୀମନ୍ଦିର ସୁରକ୍ଷା ଯୋନ ରୁ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.