ETV Bharat / city

ଦୁର୍ବ୍ୟବହାର କରି ପୋଲିସ ଏଏସଆଇ ନିଲମ୍ବିତ - allegations for misbehavior

ଥାନାକୁ ମାମଲା ଦେବାକୁ ଆସିଥିବା ଜଣେ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ଜଣେ ପୋଲିସ ବାବୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

puri-sadar-ps-sub-inspector-prahalad-baral-suspended-allegations-for-misbehavior
ପୋଲିସ ଅଧିକାରୀ ନିଲମ୍ବିତ
author img

By

Published : Feb 10, 2020, 6:10 PM IST

ପୁରୀ: ଦୁର୍ବ୍ୟବହାର କରି ସସପେଣ୍ଡ ହେଲେ ପୋଲିସ ଅଧିକାରୀ। ‘ମୋ ସରକାର’ ଅନ୍ତର୍ଗତ ସବୁ ଥାନାରେ ଏବେ ପୋଲିସ ଅଧିକାରୀ ଉତ୍ତମ ବ୍ୟବହାର ସହିତ ଲୋକଙ୍କୁ ମାମଲା ଦାୟର କରିବାରେ ସାହାଯ୍ୟ କରିବାରୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ତେବେ ପୁରୀ ସଦର ଥାନା ଏଏସଆଇ ପ୍ରହଲ୍ଲାଦ ବରାଳ କିନ୍ତୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାସ । ଜଣେ ଅଭିଯୋଗ କାରୀ ମୋ ସରକାର ହେଲ୍ପ ଲାଇନ ନମ୍ବରକୁ ଫୋନ କରି ଅଭିଯୋଗ କରିଥିଲେ।

ତେବେ ଘଟଣାର ତଦନ୍ତ କରାଯିବା ପରେ ପୁରୀ ଏସପି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ପ୍ରାଥମିକ ପ୍ରମାଣ ମିଳିବା ପରେ ପୁରୀ ସଦର ଥାନା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦୁର୍ବ୍ୟବହାର କରି ପୋଲିସ ଅଧିକାରୀ ସସପେଣ୍ଡ Body:ମୋ ସରକାର ଅନ୍ତର୍ଗତ ସବୁ ଥାନା ରେ ଏବେ ପୋଲିସ ଅଧିକାରୀ ଭଲ ବ୍ୟବହାର କରିବା ଓ ମାମଲା ରେ ଲୋକ ଙ୍କୁ ସାହାଯ୍ୟ କରିବା ନେଇ ରାଜ୍ୟ ସରକାର ନିର୍ଦେଶ ଦେଇ ଛନ୍ତି। ତେବେ ପୁରୀ ସଦର ଥାନା ଏ ଏସ ଆଇ ପ୍ରହଲ୍ଲାଦ ବରାଳ କିନ୍ତୁ ଖରାଵ ବ୍ୟବହାର ନେଇ ନିଲମ୍ବିତ ହୋଇ ଛନ୍ତି। ପୁରୀ ଏସପି ଉମାସଙ୍କର ଦାସ ଏହି ସୂଚନା ଦେଇ ଛନ୍ତି। ଜଣେ ଅଭିଯୋଗ କାରୀ ମୋ ସରକାର ହେଲ୍ପ ଲାଇନ ନମ୍ବର କୁ ଏ ନେଇ ଅଭିଯୋଗ କରିଥିଲେ। ତେବେ ଘଟଣା ତଦନ୍ତ ପରେ ପୁରୀ ଏସପି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ପ୍ରାଥମିକ ପ୍ରମାଣ ମିଳିବା ପରେ ପୁରୀ ସଦର ଥାନା ଏ ଏସ ଆଇ ପ୍ରହଲ୍ଲାଦ ବରାଳ ଙ୍କୁ ନିଲମ୍ବିତ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଉମାସଙ୍କର ଦାସ ଗଣମାଧ୍ୟମ କୁ ଦେଇ କହିଛନ୍ତି।।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.