ETV Bharat / city

ପୁରୀ ଗଣଦୁଷ୍କର୍ମ ମାମଲା; ରିମାଣ୍ଡରେ ଆସିବେ ଅଭିଯୁକ୍ତ - puri gangrape

ପୁରୀ ଗଣଦୁଷ୍କର୍ମ ଘଟଣାରେ 2 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଏହି ଦୁଇ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

accused remand
ପୁରୀ ଗଣଦୁଷ୍କର୍ମ ମାମଲା; ରିମାଣ୍ଡରେ ଆସିବେ ଅଭିଯୁକ୍ତ
author img

By

Published : Dec 4, 2019, 9:25 PM IST

ପୁରୀ: ରିମାଣ୍ଡରେ ଆସିବେ ପୁରୀ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ । ଘଟଣାର ଅଧିକ ତଦନ୍ତ କରିବା ପାଇଁ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ପୁରୀ ଗଣଦୁଷ୍କର୍ମ ମାମଲା; ରିମାଣ୍ଡରେ ଆସିବେ ଅଭିଯୁକ୍ତ

ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଚାଲିଛି । ସେମାନଙ୍କୁ ଗିରଫ ପାଇଁ 4 ଜଣିଆ ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବା ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଅନ୍ୟପଟେ ଅଭିଯୁକ୍ତଙ୍କ ନାମରେ 376 ଦଫା ଓ ପୋକସୋ ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି । ସେହିପରି ପୀଡିତାର ବୟାନ ପୁଣି ରେକର୍ଡ କରାଯାଇ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରିମାଣ୍ଡ ରେ ଆସିବେ ଅଭିଯୁକ୍ତBody:ପୁରୀ ଗଣ ଦୁଷ୍କର୍ମ ଘଟଣା ରେ 2 ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଦୁଇ ଅଭିଯୁକ୍ତ କୁ ପୋଲିସ ରିମାଣ୍ଡ ରେ ଆଣିବ ବୋଲୀ ପୁରୀ ଏସପି ଉମାସଙ୍କର ଦାସ ସୂଚନା ଦେଇ ଛନ୍ତି। ଏହି ଘଟଣା ରେ ଆହୁରି ଅନେକ ଦିଗ ତଦନ୍ତ ର ଆବଶ୍ୟକତା ହେତୁ 2 ଜଣ ଅଭିଯୁକ୍ତ ଜିତେନ୍ଦ୍ର ସେଠି ଓ ରାଜେଶ ସେଠି କୁ ପୋଲିସ ରିମାଣ୍ଡ ରେ ଅଣାଯିବ। ତେବେ ଏବେବି ଏହି ଘଟଣା ରେ ସମ୍ପୃକ୍ତ ଥିବା 2 ଜଣ ଅଭିଯୁକ୍ତ ଫେରାର ଥିବା ପୁରୀ ଏସପି କହିଛନ୍ତି। ଏମାନଙ୍କୁ ଧରିବା ପାଇଁ 4 ଟିମ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି। ଗିରଫ ଅଭିଯୁକ୍ତ ଙ୍କ ନାମରେ ପୋଲିସ ନାବାଳିକା ଦୁଷ୍କର୍ମ 376 ଦଫା ଓ ପୋକସୋ ଆକ୍ଟ ଲଗାଇଛି। ଦୋଷୀ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ସମସ୍ତ ପ୍ରମାଣ ଏକାଠି କରୁଥିବା କୁହାଯାଇଛି। ସେହିପରି ପିଡିତା ର ବୟାନ ପୁଣି ନିଆଯାଇ ଘଟଣାର ତଦନ୍ତ କୁ ଆହୁରି ଜୋର ଦାର କରାଯାଇଛି। ତେବେ ପିଡିତା କୁ ସରକାର ଙ୍କ ନୀୟମ ଅନୁଯାୟୀ ଆର୍ଥିକ ସହାୟତା ସହ ସମସ୍ତ ସୁବିଧା କରାଯାଇ ଥିବା ପୁରୀ ଏସପି କହିଛନ୍ତି

ବାଇଟ,, ଉମାସଙ୍କର ଦାସ ,, ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.