ETV Bharat / city

କୋରୋନା ପାଇଁ କଏଦୀକୁ ସହଜରେ ମିଳିଲା ଜାମିନ

author img

By

Published : May 18, 2020, 3:12 PM IST

ପୁରୀ ଜେଲରେ ଜଣେ କଏଦୀ କୋରୋନା ଚିହ୍ନଟ ପରେ ସମ୍ପୃକ୍ତ କଏଦୀଙ୍କୁ ଜାମିନରେ ଛଡାଯାଇଛି। ଏହାପରେ ତାଙ୍କୁ କୋରୋନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

prisioner get bail for corona in puri
କୋରୋନା ପାଇଁ କଏଦୀକୁ ସହଜରେ ମିଳିଲା ଜାମିନ

ଭୁବନେଶ୍ବର: ପୁରୀ ଜେଲରେ ଜଣେ କଏଦୀ କୋରୋନା ଚିହ୍ନଟ ପରେ ସମ୍ପୃକ୍ତ କଏଦୀଙ୍କୁ ଜାମିନରେ ଛଡାଯାଇଛି। ଏହାପରେ ତାଙ୍କୁ କୋରୋନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କୋରୋନା ପାଇଁ କଏଦୀକୁ ସହଜରେ ମିଳିଲା ଜାମିନ

ଏଥିସହ ଯେଉଁ ଗାଡିରେ କଏଦୀଙ୍କୁ ଅଣାଯାଇଥିଲା ସେଥିରେ ଥିବା ପୋଲିସ ଅଧିକାରୀଙ୍କ କରୋନା ଯାଞ୍ଚ କରାଯାଇଛି। ଜେଲ ଭିତରେ କଏଦୀଙ୍କୁ ଭିନ୍ନ ଭିନ୍ନ କଠୋରୀରେ ରଖାଯାଇଛି। ସଂମ୍ପୂର୍ଣ୍ଣ ଜେଲକୁ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଦ୍ବାରା ସାନିଟାଇଜ କରାଯାଇଛି।

ପ୍ରକାଶ ଥାଉକି, ଅଭିଯୁକ୍ତ ଜଣଙ୍କ ଚୋରି ମାମଲାରେ ଗିରଫ ହୋଇ ଜେଲ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧୟ ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.