ETV Bharat / city

Covid Pandemic; କୋରୋନାରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଲକ୍ଷେ ଦୀପ - diyas lit for covid pandemic in puri

ମହାମାରୀ କୋରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ । ଏଭଳି ମହତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ । ଅଧିକ ପଢନ୍ତୁ

କୋରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ

author img

By

Published : Dec 2, 2021, 5:44 PM IST

ପୁରୀ: ମହାମାରୀ କୋରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ । ଏଭଳି ମହତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ । ଆଗାମୀ ଦେବ ଦୀପାବଳିରେ ପୁରୀ ବଡ଼ଦାଣ୍ଡରେ ଏକ ଲକ୍ଷ ଦୀପଦାନ କରାଯିବ । ଶ୍ରୀମନ୍ଦିର ସିଂହଦ୍ୱାରରୁ ଲକ୍ଷ୍ମୀ-ନୃସିଂହ ମନ୍ଦିର ପର୍ଯ୍ୟନ୍ତ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

କୋରୋନାରୁ ବିଶ୍ୱବାସୀଙ୍କୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଏକ ଲକ୍ଷ ଦୀପ

ଏଥିପାଇଁ ୫୦ଟିଣ ଘିଅ ସହ ୧୦୦ ଟିଣ ତେଲ ବ୍ୟବହାର କରାଯିବ । ଦୀପଦାନ ସହ ପାରମ୍ପରିକ ମନ୍ତ୍ର ଉଚ୍ଚାରଣ ଓ ବଡଶଙ୍ଖଠାରେ ଯଜ୍ଞର ଆୟୋଜନ କରାଯିବ । ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ବଡ଼ଦାଣ୍ଡରେ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏନେଇ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.