ETV Bharat / city

ଦିଆସିଲି କାଠିରେ ଅଦ୍ଭୁତ କଳାକୃତି: ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

author img

By

Published : Aug 28, 2021, 7:12 PM IST

ଜାତୀୟ କ୍ରୀଡା ଦିବସ ଅବସରରେ ଦେଶ ତଥା ରାଜ୍ୟର କ୍ରୀଡାବିତଙ୍କୁ ଉତ୍ସାହିତ କରିବାକୁ ଶାଶ୍ବତ ତିଆରି କରିଛନ୍ତି ଏକ ନିଆରା କଳାକୃତି । ଅଧିକ ପଢନ୍ତୁ...

ଦିଆସିଲି କାଠିରେ ଅଦ୍ଭୁତ କଳାକୃତି: ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ
ଦିଆସିଲି କାଠିରେ ଅଦ୍ଭୁତ କଳାକୃତି: ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

ପୁରୀ: ଜାତୀୟ କ୍ରୀଡା ଦିବସ ଅବସରରେ ଏକ ନିଆରା କଳାକୃତି କରିଛନ୍ତି ଶାଶ୍ବତ । ଆଉ ଏହି ଅଭିନବ ଢଙ୍ଗରେ ତିଆରି କରିଥିବା କଳାକୃତି ସାହାଯ୍ୟରେ ସମସ୍ତ କ୍ରୀଡାବିତଙ୍କୁ ସ୍ବାଗତ ଜଣାଇଛନ୍ତି । ଏହି କଳାକୃତି ତିଆରି କରିବାକୁ ସେ 690 ଗୋଟି ଦିଆସିଲି କାଠିର ବ୍ୟବହାର କରିଥିବାବେଳେ ଏଥିପାଇଁ ତାଙ୍କୁ ୨ଦିନ ସମୟ ଲାଗିଛି । ସେ ତିଆରି କରିଥିବା କଳାକୃତିର ଉଚ୍ଚତା ୫ଇଞ୍ଚ ରହିଥିବାବେଳେ ଲମ୍ଵ 15 ଇଞ୍ଚ ରହିଛି ।

ସେ ତିଆରି କରିଥିବା ହକିଷ୍ଟିକର ପ୍ରତିକୃତି ଦେଖିବାକୁ ଆକର୍ଷଣୀୟ ହୋଇଥିବାବେଳେ ଦେଶ ତଥା ରାଜ୍ୟର କ୍ରୀଡାବିତଙ୍କୁ ଉତ୍ସାହିତ କରିବାକୁ ଏହା ନିର୍ମାଣ କରିଥିବା ନେଇ କହିଛନ୍ତି ଶାଶ୍ବତ । ସୂଚନାନୁଯାୟୀ ପୂର୍ବରୁ ଶାଶ୍ବତ ଦିଆସିଲି ସାହାଯ୍ୟରେ ବିଭିନ୍ନ କଳାକୃତି ତିଆରି କରି ପ୍ରଶଂସା ସାଉଁଟିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.