ETV Bharat / city

ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବବିହ୍ବଳ ଭକ୍ତ

ସୁସ୍ଥ ହେଲେ ମହାପ୍ରଭୁ । 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କୋରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଫଳରେ ପତିତପାବନଙ୍କୁ ଭକ୍ତ ସିଂହ ଦ୍ବାର ନିକଟରେ ଦର୍ଶନ କରିଛନ୍ତି।

author img

By

Published : Jun 21, 2020, 9:59 AM IST

ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବ ବିହ୍ବଳ ହେଲେ ଭକ୍ତ

ପୁରୀ: 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କୋରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଫଳରେ ପତିତପାବନଙ୍କୁ ଭକ୍ତ ସିଂହ ଦ୍ବାର ନିକଟରେ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦୂରରୁ ମୁଣ୍ଡିଆ ମାରି ଭକ୍ତ ଅପାର ଆନନ୍ଦ ଲାଭ କରିଛି ।

ପ୍ରତିବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚଳିତବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଭଗବାନଙ୍କୁ ଦେଖି ନପାରି ଭକ୍ତମାନେ ଭାବ ବିହ୍ବଳ ହୋଇପଡିଛନ୍ତି । ସଟଡାଉନ ସତ୍ତ୍ବେ କିଛି ଭକ୍ତ ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରି ସନ୍ତୋଷ ଲାଭ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.