ETV Bharat / city

ମହାନବମୀ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା - sand artist sudarsan pattnaik

ଆଜି(ସୋମବାର) ପବିତ୍ର ମହାନବମୀ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ବିଶ୍ବବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 7, 2019, 1:10 PM IST

ପୁରୀ: ଆଜି(ସୋମବାର) ପବିତ୍ର ମହାନବମୀ । ଏହି ଅବସରରେ ବାଲୁକାକଳା ମାଧ୍ୟମରେ ବିଶ୍ବବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବାଲିରେ ମା’ ଦୁର୍ଗତୀନାଶିନୀଙ୍କ ପ୍ରତିମୂର୍ତ୍ତି କରିବା ସହ ମହାନବମୀର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ସେ ଏହା କରିଛନ୍ତି । ପ୍ରାୟ ତିରିଶ ଟନ୍ ବାଲିରେ ଏହି ମୂର୍ତ୍ତୀଟି ନିର୍ମାଣ କରିଛନ୍ତି । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଜମିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ଶୁଭେଚ୍ଛାBody:ଆଜି ପବିତ୍ର ମହାନବମୀ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ଆକର୍ଷଣୀୟ ବାଲୁକାକୃତୀ ଜରିଆରେ ବିଶ୍ୱବାସୀଙ୍କୁ ଜଣାଇଛନ୍ତି ସୁଭେଚ୍ଛାର ବାର୍ତ୍ତା। ମାଆ ଦୁର୍ଗତୀନାଶିନୀ ସମାଜରୁ ଦୁଃଖ ଦୁର କରି ଶାନ୍ତି ପ୍ରତିଷ୍ଠା କରନ୍ତୁ ଏହି ବାର୍ତ୍ତା ଦେଇଛନ୍ତି। ପୁରୀ ସୁବର୍ଣ୍ଣ ବେଳାଭୂମିରେ ଗଢିଛନ୍ତି ଏହି ବିଶାଳ ପ୍ରତିମୁର୍ତ୍ତୀ। ପ୍ରାୟ ତିରିଶ ଟନ୍ ବାଲିରେ ଏହି ମୂର୍ତ୍ତୀଟି ନିର୍ମାଣ କରିଛନ୍ତି। ଏହାକୁ ଦେଖିବା ପାଇଁ ପର୍ଯ୍ଯଟକଙ୍କ ଗହଳି ଜମିଛି।,,,Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.