ETV Bharat / city

ଆଜି 3 ଘଣ୍ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ - ବନକ ଲାଗି ନୀତି

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ବନକଲାଗି ନୀତି;3 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

author img

By

Published : Aug 25, 2021, 11:17 AM IST

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇ ଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ବନକ ଲାଗିରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ହୋଇଥାଏ। ପାରମ୍ପରିକ ରଙ୍ଗରେ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରନ୍ତି ।

ଏହି ନୀତି ପାଇଁ ଅପରାହ୍ନ 4ଟା ରୁ ପ୍ରାୟ 3 ଘଣ୍ଟା ଦର୍ଶନ ବନ୍ଦ ରହିବ । ସେହିପରି ଆସନ୍ତା ଶୁକ୍ରବାର ଶ୍ରୀଜିଉଙ୍କୁ ଲାଗି ହେବ ସୁବର୍ଣ୍ଣ ‘ରାହୁରେଖା', । ସେଦିନ ମଧ୍ଯ ଅପରାହ୍ନ ୨ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.