ETV Bharat / city

ଜନ୍ମବେଦୀରେ ସରିଲା ଲୀଳାଖେଳା, ବାହୁଡିଲେ ମହାବାହୁ

author img

By

Published : Jul 20, 2021, 8:31 PM IST

ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡିଲେ ମହାବାହୁ । ରାତି ପାହିଲେ ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ । ଅଧିକ ପଢନ୍ତୁ...

ଜନ୍ମବେଦୀରେ ସରିଲା ଲୀଳାଖେଳା, ବାହୁଡିଲେ ମହାବାହୁ
ଜନ୍ମବେଦୀରେ ସରିଲା ଲୀଳାଖେଳା, ବାହୁଡିଲେ ମହାବାହୁ

ପୁରୀ: ବାହୁଡିଲେ ମହାବାହୁ । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ମହାପ୍ରଭୁ ବାହୁଡିଛନ୍ତି । ତିନି ରଥକୁ ସେବକମାନେ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଲଗାଇଛନ୍ତି । ରଥ ପହଞ୍ଚିବା ପରେ ରଥ ଉପରେ ଦିଅଁମାନଙ୍କ ଅନେକ ନୀତିକାନ୍ତି ରହିଛି ।

ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର 4 ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା । ବିନା ଭକ୍ତରେ ସେବାୟତମାନଙ୍କ ରଥଟଣା ଯାଇଛି ।

ସେହିପରି ଆସନ୍ତାକାଲି(ବୁଧବାର) ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନି ଠାକୁର ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.