ETV Bharat / city

ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

author img

By

Published : Nov 11, 2019, 8:52 AM IST

Updated : Nov 11, 2019, 9:41 AM IST

ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଚତୁର୍ଥ ବେଶଟି ହେଉଛି ଲକ୍ଷ୍ମୀନୃସିଂହ ବେଶ । ଏହି ବେଶରେ ଠାକୁରମାନେ ଚୁଳ ଧାରଣ କରିଥାନ୍ତି । ଏହି ଚୁଳରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇଥାଏ ।

ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀ । ଏହି ଅବସରରେ ମହାପ୍ରଭୁ ରତ୍ନ ସିଂହାସନରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଶୁଣନ୍ତୁ ଲକ୍ଷ୍ମୀନୃସିଂହ ବେଶକୁ ନେଇ କଣ କହୁଛନ୍ତୁ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସ

ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଚତୁର୍ଥ ବେଶଟି ହେଉଛି ଲକ୍ଷ୍ମୀନୃସିଂହ ବେଶ । ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ୍ନ କରିଥାନ୍ତି । ଏହି ବେଶରେ ଠାକୁରମାନେ ଚୂଳ ଧାରଣ କରିଥାନ୍ତି । ଏହି ଚୂଳରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇଥାଏ । ସୁବର୍ଣ୍ଣ କିଆ ଗୁଡିକ ଲାଗି ଥିବାରୁ ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଏ ।

ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, ଅନେକ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରାରେ ଲକ୍ଷ୍ମୀନୃସିଂହ ମଧ୍ୟ । ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଯେଉଁ ଭକ୍ତମାନେ ଦର୍ଶନ କରନ୍ତି ଅପାର ଆନନ୍ଦ ଲାଭ କରନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଲକ୍ଷ୍ମୀ ନୃସିଂହ ବେଶ Body:ପଞ୍ଚକ ଅବସର ରେ ମହାପ୍ରଭୁଙ୍କ ଚତୁର୍ଥ ବେଶ ଟି ହେଉଛି ଲକ୍ଷ୍ମୀ ନୃସିଂହ ବେଶ। ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀ ରେ ବେଶ ଅନୁଷ୍ଠିତ ହୋଇଥାଏ। ଠାକୁର ମାନେ ରତ୍ନ ସିଂହାସନ ରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇ ଥାନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ କରିଥାନ୍ତି। ଏହି ବେଶରେ ଠାକୁର ମାନେ ଚୁଳ ଧାରଣ କରିଥାନ୍ତି। ଏହି ଚୁଳ ରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇ ଥାଏ। ସୁଵର୍ଣ କିଆ ଗୁଡିକ ଲାଗି ଥିବାରୁ ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଏ। ଠାକୁର ମାନେ ସୁଵର୍ଣ ର ଶ୍ରୀଭୁଜ, ଶ୍ରୀପୟର , ଅନେକ ଅଳଙ୍କାର ରେ ବିଭୂଷିତ ହୋଇ ଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରା ରେ ଲକ୍ଷ୍ମୀ ନୃସିଂହ ମଧ୍ୟ। ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଯେଉଁ ଭକ୍ତ ମାନେ ଦର୍ଶନ କରନ୍ତି ଅପାର ଆନନ୍ଦ ଲାଭ କରନ୍ତି

ବାଇଟ,, ନରେସ ଚନ୍ଦ୍ର ଦାସ ,, ଗବେଷକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Nov 11, 2019, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.