ETV Bharat / city

ସ୍ବାମୀଙ୍କ ପଛେପଛେ ଆରପାରିକୁ ଚାଲିଗଲେ ଶ୍ରୀମନ୍ଦିର ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀ

author img

By

Published : Sep 22, 2020, 5:47 PM IST

ପ୍ରଥମେ ସ୍ବାମୀ ଆଉ ଏବେ କୋରୋନା ରେ ପୀଡିତ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ପୁରୀ ଶ୍ରୀମନ୍ଦିର ସେବାୟତ ସ୍ବର୍ଗତଃ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀଙ୍କର ମଙ୍ଗଳବାର ପରୋଲୋକ ଘଟିଛି । ସମ୍ପୂର୍ଣ୍ଣ ପଢନ୍ତୁ...

କୋଭିଡରେ ବରିଷ୍ଠ ସେବାୟତ ସ୍ବର୍ଗତଃ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀଙ୍କ ବିୟୋଗ

ପୁରୀ: ବରିଷ୍ଠ ସେବାୟତ ସ୍ବର୍ଗତଃ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ଗତ ଦୁଇ ଦିନ ତଳେ ପରଲୋକ ହୋଇଥିଲା। ଆଜି (ମଙ୍ଗଳବାର) ସକାଳେ ତାଙ୍କର ପତ୍ନୀ ବିନୋଦିନି ଦାସ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ ହୋଇଛି। ସେ କୋଭିଡରେ ଅକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ତେବେ ପୂର୍ବରୁ ତାଙ୍କ ସ୍ୱାମୀ ପ୍ରେମାନଦ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ହେଲେ ଠିକ 2 ଦିନ ପୂର୍ବେ ସେବାୟତଙ୍କ ମୃତ୍ୟ ହୋଇଥିଲା। ପରିବାରର ଦୁଇ ଜଣ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକ।

ସେବାୟତ ମହଲରେ ମଧ୍ୟ ଏନେଇ ଗଭୀର ଶୋକର ଛାୟା ଖେଳିଯାଇଛି। ଶ୍ରୀମନ୍ଦିରରେ 400 ରୁ ଅଧିକ ସେବାୟତ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ, 9 ଜଣଙ୍କ ମୃତ୍ୟୁ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.