ETV Bharat / city

ଶ୍ରୀକ୍ଷେତ୍ରରେ ଗଣେଶଙ୍କ ଆରାଧନା

author img

By

Published : Sep 2, 2019, 2:47 PM IST

ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଶ୍ରୀଗଣେଶଙ୍କ ପୂଜା ଅର୍ଚ୍ଚନା। ବିଭିନ୍ନ ପୂଜାମଣ୍ଡପରେ ଭକ୍ତଙ୍କ ଲାଗିଛି ଖଚାଖଚ ଭିଡ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ଗଣେଶ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର। ବିଭିନ୍ନ ପୂଜା ମଣ୍ଡପ, ସ୍କୁଲରେ ଅନୁଷ୍ଠିତ ହୋଇଛି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ଆରାଧନା। ବିଶ୍ଵାସ ରହିଛି ଆଜି ପ୍ରଭୁ ଗଣେଶଙ୍କ ଆଶିଷ ମିଳିଲେ ସକଳ ମନୋକାମନା ପୂର୍ଣ୍ଣ ହୁଏ।

ଆଜି ପବିତ୍ର ଗଣେଶ ପୂଜା। ଏନେଇ ଦିଲ୍ଲୀ ଠାରୁ ପଲ୍ଲୀ ସବୁ ସ୍ଥାନ ଚଳଚଞ୍ଚଳ। ତେବେ ପୁରୀରେ କିଭଳି ଚାଲିଛି ଗଣେଶ ପୂଜା ଏନେଇ ବଡ଼ଦାଣ୍ଡ ସ୍ଥିତ ମୋତି ଚାନ୍ଦ ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଇଟିଭି ସମ୍ବାଦଦାତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ganesh puja deferd

Body:ଗଣେଶ ପୂଜା କୁ ନେଇ ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର। ବିଭିନ୍ନ ପୂଜା ମଣ୍ଡପ, ସ୍କୁଲ ରେ ଅନୁଷ୍ଠିତ ହୋଇଛି ବିଘ୍ନ ବିନାସକ ପ୍ରଭୁ ଗଣେଶ ଙ୍କ ଆରାଧନା। ବିଶ୍ଵାସ ରହିଛି ଆଜି ପ୍ରଭୂ ଗଣେଶ ଙ୍କ ଆଶିଷ ମିଳିଲେ ସକଳ ମନୋକାମନା ପୂର୍ଣ ହୁଏ। ଏଥିପାଇଁ ପୁର ପଲ୍ଲୀ ଚଳଚଞ୍ଚଳ। ତେବେ ପୁରୀ ରେ କୀଭଳି ଚାଲିଛି ଗଣେଶ ପୂଜା ଏ ନେଇ ଆମ ରିପୋର୍ଟ ବଡ଼ଦାଣ୍ଡ ସ୍ଥିତ ମୋତି ଚାନ୍ଦ ବଜାର ପୂଜା ମଣ୍ଡପ ରୁ ଅଧିକ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.