ETV Bharat / city

ଉଡିଗଲା ନୀଳଚକ୍ର ବାନା - nilachakra bana flying due to hevy rain

ଆଜି ସକାଳୁ ପ୍ରବଳ ବର୍ଷା ଓ ପବନ ହୋଇଥିବାବେଳେ ଏଥିରେ ଶ୍ରୀମନ୍ଦିରର ନୀଳଚକ୍ର ବାନା ଉଡିଯାଇଛି । ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ଆଶଙ୍କା ପ୍ରକାଶ ପାଇଛି ।

ଉଡିଗଲା ନୀଳଚକ୍ର ବାନା
ଉଡିଗଲା ନୀଳଚକ୍ର ବାନା
author img

By

Published : Jun 15, 2020, 12:31 PM IST

Updated : Jun 15, 2020, 12:54 PM IST

ପୁରୀ: ଆଜି ସକାଳୁ ପ୍ରବଳ ବର୍ଷା ଓ ପବନ ହୋଇଥିବାବେଳେ ଏଥିରେ ଶ୍ରୀମନ୍ଦିରର ମୁଖ୍ୟ ବାନା ଓ ବାନା ଭିଡାଯାଉଥିବା ବାଉଁଶ ଉଡି ଯାଇଛି । ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ଆଶଙ୍କା ପ୍ରକାଶ ପାଇଛି ।

ଉଡିଗଲା ନୀଳଚକ୍ର ବାନା

ସେପଟେ ପ୍ରବଳ ବର୍ଷା ଫଳରେ ବଡଦାଣ୍ଡରେ ଆଣ୍ଠୁଏ ପାଣି ହୋଇଛି । ରଥଖଳା ଜଳାର୍ଣ୍ଣବ ହୋଇଥିବାରୁ ରଥ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ୟ ଅମ୍ଫାନ ବାତ୍ୟା ସମୟରେ ଶ୍ରୀମନ୍ଦିର ପତିତପାବନ ବାନା ଉଡି ଯାଇଥିବାର ଦେଖିବାକୁ ମିଳିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 15, 2020, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.