ETV Bharat / city

କୋଭିଡ କଟକଣା ଉଲ୍ଲଘଂନକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନାରେ ଏତଲା

ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କୋଭିଡ କଟକଣା ଉଲ୍ଲଘଂନକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନାରେ ଏତଲା । ଅଧିକ ପଢନ୍ତୁ...

violation of covid19 guideline
କୋଭିଡ କଟକଣା ଉଲ୍ଲଘଂନକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନାରେ ଏତଲା
author img

By

Published : Nov 10, 2020, 3:32 AM IST

ପୁରୀ: କୋଭିଡ କଟକଣା ଉଲ୍ଲଘଂନକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନାରେ ଏତଲା ଦେଲା ଓଡିଶା ପ୍ରଦେଶ ମହିଳା କଂଗ୍ରେସ । କାର୍ଯ୍ୟାନୁଷ୍ଠାନ ଦାବି କରି ଡେଲାଙ୍ଗ ଥାନାରେ ଏତଲା ଦିଆଯାଇଛି ।

କୋଭିଡ କଟକଣା ଉଲ୍ଲଘଂନକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନାରେ ଏତଲା

ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା ବିଜେପି ସଭାପତି ଅ।ଶ୍ରିତ ପଟ୍ଟନାୟକ ଓ ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ଵିତ ପାତ୍ରଙ୍କ ନାରେ ଡେଲାଙ୍ଗ ଥାନାରେ ଏତଲା ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦିକା ନିରୁପମା ପାତ୍ର । ମହାମାରୀ ଅଧୀନିୟମ ଓ କୋରୋନା କଟକଣା ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରସ । ବିଶେଷକରି ବିଜେପିର ଏହି ନେତାମାନେ ସାମାଜିକ ଦୂରତା ନ ମାନି ଶିଶୁ ଓ ବୟସ୍କ ଲୋକ ମାନଙ୍କୁ ସ୍ପର୍ଶ କରିଛନ୍ତି । ଏହା ସହ ଉଦ୍ଦେଶ୍ୟ ମୂଳକ ଭାବରେ ଜନ ସମାଗମ କରିବା ସହିତ ମିଳାମିଶା କରୁଥିବା ଲୋକ ମାନଙ୍କ ପାଖରେ ମାସ୍କ ବ୍ୟବାହର କରାଯାଇନଥିବା ଅଭିଯୋଗ କରିଛି କଂଗ୍ରେସ । ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠନ ଦାବୀ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.