ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

author img

By

Published : Jan 28, 2020, 12:00 PM IST

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି । ଆଜି ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଚାଲିଛି ଉଚ୍ଛେଦ । 4ଟି ଘରୋଇ ପ୍ଲଟର ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା ।

eviction continue in puri
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି । ଆଜି ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଚାଲିଛି ଉଚ୍ଛେଦ । 4ଟି ଘରୋଇ ପ୍ଲଟର ଉଚ୍ଛେଦ ହେଉଛି। ଶାନ୍ତି ଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ଅଘଟଣ ଆଶଙ୍କା କରି ଅଗ୍ନିଶମ ବାହିନୀ ମଧ୍ୟ ମୁତୟନ କରାଯାଇଛି। ଗତକାଲି(ସୋମବାର) ହାବେଳୀ ମଠ ଭଙ୍ଗା ଯାଇଥିଲା। ପୁରୀରେ 180 ଟି ପ୍ଲଟ ଓ 18 ଟି ମଠ ସମେତ ମୋଟ 15 ଏକର ଜମି ଅଧିଗ୍ରହଣ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁରକ୍ଷା ଯୋନ ଉଛେଦ

Body:ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଉଛେଦ ପ୍ରକ୍ରିୟା ଚାଲିଛି । ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଉଛେଦ ଚାଲିଛି। 4 ଘରୋଇ ପ୍ଲ ଟ ଉଛେଦ ଚାଲିଛି ।ଶାନ୍ତି ଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅଘଟଣ ଆଶଙ୍କା କରି ଅଗ୍ନିଶମ ବାହୀନ ମୁତୟନ ଅଛନ୍ତି। ଗତକାଲି ହାବେଲି ମଠ ଭଙ୍ଗା ଯାଇ ଥିଲା। 180 ଟି ପ୍ଲ ଟ ଓ 18 ଟି ମଠ ସମେତ ମୋଟ 15 ଏକ ର ଜମି ଅଧିଗ୍ରହଣ ହେବ।

ବାଇଟ,, ଭଵ ତାରଣ ସାହୁ ,, ଉପଜିଲ୍ଲାପାଳ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.