ETV Bharat / city

ମହାପ୍ରସାଦକୁ ଅସମ୍ମାନ, ଫଟୋ ଭାଇରାଲ

author img

By

Published : Nov 7, 2019, 11:40 PM IST

ଅଳିଆଗଦାରେ ପିଙ୍ଗାଯାଉଛି ମହାପ୍ରସାଦ । ପୁରୀରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଏହି ଘଟଣା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ବେଳେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ପୁରୀ

ପୁରୀ: ଶ୍ରୀକ୍ଷେତ୍ରରେ ଦେଖାଦେଇଛି ଅଭାବନୀୟ ଦୃଶ୍ୟ । ମହାପ୍ରଭୁଙ୍କ ମହାପ୍ରସାଦକୁ କରାଯାଇଛି ଅସମ୍ମାନ । ଅଳିଆଗଦାରେ ପିଙ୍ଗାଯାଉଛି ମହାପ୍ରସାଦ । ପୁରୀ ରେଳବାଇ ହବିଷ୍ୟାଳି ଶିବିରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଘଟଣା ଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କୁ ମର୍ମାହତ କରିଛି । ଯିଏ ବି ଏଭଳି କରୁଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥପ୍ରେମୀ, ସେବାୟତ ଓ ଭକ୍ତ ମହଲରେ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ପୁରୀ

ମହାପ୍ରସାଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଲ୍ୟ ବୋଲି କୁହାଯାଏ । ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ । ଏହି ବିଶ୍ବାସ ବିଶ୍ବବାସୀଙ୍କ ମନରେ ସର୍ବଦା ଜୀବନ୍ତ ରହିଛି । ମହାପ୍ରସାଦ ହେଉଛି ଏକମାତ୍ର ପ୍ରସାଦ, ଯେଉଁଠି ସଙ୍କୁଡ଼ି ବୋଲି କିଛି ଶଦ୍ଦ ନଥାଏ । ମହାପ୍ରସାଦରୁ ହିଁ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ତଥାପି ହବିଷ୍ୟାଳି ଶିବିରରେ ଏହାକୁ ଅସମ୍ମାନ କରାଯାଉଥିବା ଘଟଣାକୁ ନେଇ ଘୋର ଅସନ୍ତୋଷ ଦେଖାଦେଇଛି ।

ମହାପ୍ରଭୁଙ୍କ ଏହି ଅମୂଲ୍ୟ ମହାପ୍ରସାଦକୁ ଏଭଳି ଅଳିଆ ଗଦାରେ ଫିଙ୍ଗିବା କେବଳ ମହାପ୍ରସାଦ ନୁହେଁ, ଶ୍ରୀଜଗନ୍ନାଥ ଓ ସଂସ୍କୃତିକୁ ଅପମାନ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରସାଦ କୁ ଅସନମାନBody:ପୁରୀ ରେ ଦେଖାଦେଇଛି ଅଭାବନୀୟ ଦୃଶ୍ୟ। ମହାପ୍ରସାଦ କୁ କରାଯାଇଛି ଅସନମାନ।
ମହାପ୍ରଭୁଙ୍କ ମହାପ୍ରସାଦକୁ ଅଳିଆଗଦାରେ ପିଙ୍ଗାଯାଉଛି । ପୁରୀ ରେଳବାଇ ହବିଷ୍ୟାଳି ଶିବିରରେ ଏଭଳି ଦୃଶ୍ୟ ଶ୍ରୀଜଗନ୍ନାଥପ୍ରେମୀ ତଥା ଭକ୍ତଙ୍କୁ ମର୍ମାହତ କରିଛି । ଯିଏ ବି ଏ ଭଳି କରୁଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥପ୍ରେମୀ, ସେବାୟତ ଓ ଭକ୍ତ ମହଲ ରେ ଦାବି ହୋଇଛି।
ମହାପ୍ରସାଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଲ୍ୟ । ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ଏହି ବିଶ୍ବାସ ବିଶ୍ବବାସୀଙ୍କ ମନରେ ସର୍ବଦା ଜୀବନ୍ତ ରହିଛି । ମହାପ୍ରସାଦ ହେଉଛି ଏକମାତ୍ର ପ୍ରସାଦ, ଯେଉଁଠି ସଙ୍କୁଡ଼ି ବୋଲି କିଛି ଶଦ୍ଦ ନଥାଏ। ମହାପ୍ରସାଦରୁ ହିଁ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ତଥାପି ହବିଷ୍ୟାଳି ଶିବିରରେ ଏହାକୁ ଅସମ୍ମାନ କରାଯାଉଥିବା ଘଟଣାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।
ମହାପ୍ରଭୁଙ୍କ ଏହି ଅମୂଲ୍ୟ ମହାପ୍ରସାଦକୁ ଏଭଳି ଅଳିଆ ଗଦାରେ ଫିଙ୍ଗି ଦିଆଯିବା, କେବଳ ମହାପ୍ରସାଦ ନୁହେଁ, ଶ୍ରୀଜଗନ୍ନାଥ ଓ ଏହାର ସଂସ୍କୃତିକୁ ଅପମାନ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତି ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି।

ବାଇଟ1, ଶ୍ୟାମ ମହାପାତ୍ର,, ସେବୟତ
ବାଇଟ2,, ସୁଧାଂଶୁ ଶେଖର କର, ଜଗନ୍ନାଥ ପ୍ରେମୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.