ETV Bharat / city

କୋଭିଡ ନିୟମ ମାନି ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

author img

By

Published : Aug 17, 2021, 9:40 PM IST

ଦୀର୍ଘ ଦିନ ଧରି ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ଜିଲ୍ଲାରେ କୋଭିଡ କଟକଣାରେ ସାମାନ୍ୟ କୋହଳ ଯୋଗୁଁ ଦର୍ଶନର ସୌଭାଗ୍ୟ ଅର୍ଜନ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

କୋଭିଡ ନିୟମ ମାନି ବାବା ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ବ୍ରହ୍ମଗିରି: ଝୁଲଣ ଦୋଳିରେ ପ୍ରଭୁ ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ସମୟରେ ଏହି ପର୍ବ ପାଳନ କରାଯିବ ।

କୋଭିଡ ନିୟମ ମାନି ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଆଜି(ମଙ୍ଗଳବାର) ମଧ୍ୟାହ୍ନ ଧୂପ ପରେ ଅଲାରନାଥଙ୍କ ବିଜୟ ବିଗ୍ରହ ମଦନମୋହନ ଲକ୍ଷ୍ମୀ ସରସ୍ୱତୀଙ୍କୁ ପାଳିଆ ସେଵାୟତମାନେ ବାହୁ ବିଜେ କରାଇ ମନ୍ଦିର ପରିକ୍ରମା କରାଇଛନ୍ତି । ଚୈତନ୍ୟ ମଣ୍ଡପରେ ସୁସଜ୍ଜିତ ଝୁଲଣ ଦୋଳିରେ ବିଗ୍ରହ ମାନଙ୍କୁ ଉପବେସନ କରାଇ ଝୁଲଣ କରଯାଇଥିଲା ।

ତେବେ ଗତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଦୁର୍ଲଭ ଦର୍ଶନରୁ ଭକ୍ତମାନେ ବଞ୍ଚିତ ଥିଲେ । ଚଳିତ ବର୍ଷ କୋଭିଡ କଟକଣାରେ ସାମାନ୍ୟ କୋହଳ ହେତୁ ଝୁଲଣ ଦର୍ଶନର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.