ETV Bharat / city

ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ କଲେ ଭକ୍ତ

ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ। ଦୀର୍ଘ ୧୧ମାସ ପରେ ଅଲାରନାଥଙ୍କ ସର୍ବାଙ୍ଗ ବେଶ ଦର୍ଶନ କଲେ ଭକ୍ତ। ଅଧିକ ପଢନ୍ତୁ...

ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ କଲେ ଭକ୍ତ
ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ କଲେ ଭକ୍ତ
author img

By

Published : Feb 16, 2021, 1:31 PM IST

ବ୍ରହ୍ମଗିରି: ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ। ଦୀର୍ଘ ୧୧ମାସ ପରେ ଅଲାରନାଥଙ୍କ ସର୍ବାଙ୍ଗ ବେଶ ଦର୍ଶନ କଲେ ଭକ୍ତ। ଓଢଣ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପୂର୍ବଦିନ ପଯ୍ୟନ୍ତ ଅଳରନାଥଙ୍କୁ ଘୋଡ଼ ଲାଗି ବେଶ କରାଯାଇଥିଲା। ଏହି 2ମାସ ଧରି ଭକ୍ତ ମାନେ ମହାପ୍ରଭୁଙ୍କ ମୁଖ ମଣ୍ଡଳକୁ କେବଳ ଦର୍ଶନ କରୁଥିଲେ।

ବସନ୍ତ ପଞ୍ଚମୀରେ ଅଲାରନାଥଙ୍କ ସର୍ବାଙ୍ଗ ଦର୍ଶନ କଲେ ଭକ୍ତ

ତେବେ ଆଜି (ମଙ୍ଗଳବାର) ବସନ୍ତ ପଞ୍ଚମୀ ସକାଳୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବଢିବା ସହ ଓଢଣ ଲାଗି ବେଶକୁ ଓହ୍ଲାଇ ଆଜି ସର୍ବାଙ୍ଗ ବେଶ କରାଯାଇଥିଲା। ଏବଂ ଅଲାରନାଥଙ୍କ ସମ୍ପୂର୍ଣ୍ଣ ଶରୀରକୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତୁ ଭକ୍ତଗଣ ।

ବ୍ରହ୍ମଗିରିରୁ ଦେବାଶିଷ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.