ETV Bharat / city

ଆଡ଼ପ ମଣ୍ଡପରେ ମହାବାହୁ, ଦର୍ଶନ ପାଇ ଭକ୍ତ ବିଭୋର

author img

By

Published : Jul 3, 2022, 1:19 PM IST

Updated : Jul 3, 2022, 1:31 PM IST

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଭକ୍ତ । ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି ଭକ୍ତ । ଅଧିକ ପଢନ୍ତୁ

ଆଡ଼ପ ମଣ୍ଡପରେ ମହାବାହୁ, ଦର୍ଶନ ପାଇ ଭକ୍ତ ବିଭୋର
ଆଡ଼ପ ମଣ୍ଡପରେ ମହାବାହୁ, ଦର୍ଶନ ପାଇ ଭକ୍ତ ବିଭୋର

ପୁରୀ: ରତ୍ନ ସିଂହାସନ ଛାଡି ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶନିବାର ଆଡପ ନୀତି ପରେ ଆଜି ବାହାରି ଆଡପ ଅଭଡା । ଏହା ପୂର୍ବରୁ ଆଜି ଆଡପ ପଣ୍ଡପରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି ଭକ୍ତ ।

ଆଜି ଆଡପ ଅଭଡା ଆସିବାକୁ ଥିବା ବେଳେ ଏହାକୁ ପାଇବାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି ପୁରୀକୁ । ଗୁଣ୍ଡିଚା ମନ୍ଦିରରୁ ଏକ କିଲୋମିଟର ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବାରୁ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କୋଭିଡ ପ୍ରକୋପ କମ ଯୋଗୁ ସାଧାରଣ ଦର୍ଶନ ନେଇ କୌଣସି କଟକଣା ନାହିଁ ।

Last Updated : Jul 3, 2022, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.