ETV Bharat / city

ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ - Mahatma Gandhi's arrival in Puri

ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷୀକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଗାନ୍ଧୀ ସ୍ମୃତି ଶୋଭାଯାତ୍ରା ଓ ଶରଧାବାଲି ନିକଟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷୀକ ସମାରୋହ ଅନୁଷ୍ଠିତ

author img

By

Published : Mar 28, 2021, 8:13 AM IST

ପୁରୀ: ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ହୋଇଥିବାବେଳେ ଗାନ୍ଧୀ ସ୍ମୃତି ଶୋଭାଯାତ୍ରା ଓ ଶରଧାବାଲି ନିକଟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଷ୍ଟେସନ ନିକଟରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରିଥିବା ବେଳେ ଷ୍ଟେସନ ସମ୍ମୁଖରେ ଗାନ୍ଧୀଙ୍କ ଏକ ଫଟୋଚିତ୍ର ଉନ୍ମୋଚିତ ହୋଇଥିଲା ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ସମୀର ଦାସ, ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପରେ ଷ୍ଟେସନ ନିକଟରୁ ଏକ ସର୍ବଦଳୀୟ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଶରଧାବାଲି ଠାରେ ପହଞ୍ଚିଥିଲା। ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ମନ୍ତ୍ରୀ ସମୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.