ETV Bharat / city

ମଝି ଚିଲିକାରେ ଫସିଲା ଡଙ୍ଗା, ଫସିଛନ୍ତି 40 ଯାତ୍ରୀ - ମଝି ଚିଲିକାରେ ଫସିଲା ଡଙ୍ଗା

ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡ଼ଙ୍ଗା । ଯାନ୍ତ୍ରିକ ତ୍ରୃଟି ଯୋଗୁଁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଅଧିକ ପଢନ୍ତୁ

ମଝି ଚିଲିକାରେ ଫସିଲା ଡଙ୍ଗା
ମଝି ଚିଲିକାରେ ଫସିଲା ଡଙ୍ଗା
author img

By

Published : May 27, 2022, 9:59 AM IST

ବ୍ରହ୍ମଗିରି: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡ଼ଙ୍ଗା । ଯାନ୍ତ୍ରିକ ତ୍ରୃଟି ଯୋଗୁଁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୪୦ ଲୋକଙ୍କୁ ନେଇ ସାତପଡାକୁ ଆସୁଥିଲା । ତେବେ ଏହି ଡଙ୍ଗାରେ ୯ଟି ବାଇକ ମଧ୍ୟ ଥିବା ସୂଚନା ମିଳିଛି ।

ମଝି ଚିଲିକାରେ ଫସିଲା ଡଙ୍ଗା

ମେସିନ୍ ସ୍ଲାବ ଭାଙ୍ଗି ଯିବାରୁ ଡଙ୍ଗାଟି ଅଟକି ରହିଛି । ତେବେ, ମେସିନି ସଜାଡିବା ପାଇଁ ଲାଗିପଡିଛନ୍ତି ଡଙ୍ଗା ଚାଳକ । ଚିଲିକାରେ ଯାତାୟତ ପାଇଁ ଏକମାତ୍ର ମାଧ୍ୟମ ଡ଼ଙ୍ଗା ହୋଇଥିବା ବେଳେ ଜୀବନକୁ ପାଣି ଛଡାଇ ପ୍ରତିଦିନ ଯାତ୍ରୀ ମାନେ ଯାତାୟତ କରିଥାନ୍ତି । ଚିଲିକାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.